ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି କି ସରକାର ? ବାରମ୍ବାର କଲେଜରେ ପରୀକ୍ଷା ବାତିଲ

  • Published: Friday, 12 January 2024
  • , Updated: 12 January 2024, 11:34 AM IST

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପଛେ ଚୂଲିକୁ ଯାଉ କିନ୍ତୁ କାର୍ଯ୍ୟକ୍ରମ ଜୋରଦାର ହେଉ। ଗୋଟିଏ ପଟେ ଛାତ୍ରଛାତ୍ରୀଙ୍କୁ ମିଳୁଛି ଗୁରୁମନ୍ତ୍ର, ଅନ୍ୟପଟେ ପରିକ୍ଷାର୍ଥୀମାନେ ହତାଦର । ଛାତ୍ର କହିଲେ, ଭୋଟ ବ୍ୟାଙ୍କ ରେଡ୍ଡି କରିବାକୁ ଏହି କାର୍ଯ୍ୟକ୍ରମ ହେଉଛି । କଲେଜରେ ଖାଲି ପଡ଼ିଛି ଅଧ୍ୟାପକ ଓ ଅଧ୍ୟାପିକାଙ୍କ ପଦ । କିନ୍ତୁ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସମସ୍ତେ ବ୍ୟସ୍ତ । କଂଗ୍ରେସ କହିଲା ଛାତ୍ରଛାତ୍ରୀଙ୍କୁ ଭୁଆଁ ବୁଲାଉଛି ସରକାର, ବିଜେଡି ରଖିଲା ଉତ୍ତର ।

Related story