ସସ୍ମିତ୍ ଆଉଟ୍, ସୁଲତା ଇନ୍

  • Published: Friday, 21 July 2023
  • , Updated: 21 July 2023, 12:12 PM IST

ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଜଗଦୀପ ଧନକଡ଼ ଉପାଧ୍ୟକ୍ଷମାନଙ୍କ ଏକ ନୂଆ ପ୍ୟାନେଲ ଗଠନ କରିଛନ୍ତି। ଏଥିରେ ୫୦ ପ୍ରତିଶତ ମହିଳାଙ୍କୁ ସ୍ଥାନ ମିଳିଥିବା ବେଳେ ପ୍ରଥମ ଥର ଲାଗି ବିଜେଡି ସାଂସଦ ସୁଲତା ଦେଓଙ୍କୁ ଏହି ପ୍ୟାନେଲରେ ସାମିଲ କରାଯାଇଛି। ପୁର୍ବରୁ ଏହି ପ୍ୟାନେଲରେ ସସ୍ମିତ ପାତ୍ର ଥିଲେ। ୨୦୨୦ ମସିହା ଠାରୁ ସସ୍ମିତ ରାଜ୍ୟସଭା ଉପସଭାପତି ଭାବରେ କାର୍ଯ୍ୟ କରିଆସୁଥିଲେ।

Related story