‘ସୁଦାମ ମାରାଣ୍ଡି ହାଏ ହାଏ...’

ବାରିପଦା (ମାଣିକଲାଲ ପାଣି): ସୁଦାମ ମାରାଣ୍ଡି ହାଏ ହାଏ…। ଭରତ ବନ୍ଦ ସତ୍ତ୍ୱେ ମନ୍ତ୍ରୀ ଶ୍ରୀ ମାରାଣ୍ଡି ନିଜ ସମର୍ଥକଙ୍କ ସହ ଯାଉଥିବା ବେଳେ ଜେଏମ୍‌ଏମ୍‌ କର୍ମୀ ଏପରି ନାରାବାଜି ଦେଇଛନ୍ତି। ଯାହାକୁ ନେଇ ବିଜେଡି ଓ ଜେଏମ୍‌ଏମ୍‌ କର୍ମୀ ମୁହାଁମୁହିଁ ହୋଇଥିଲେ। ଝାରଖଣ୍ଡ ସୀମାନ୍ତ ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆରେ ମନ୍ତ୍ରୀ ଏପରି ବିରୋଧରେ ସମ୍ମୁଖୀନ ହୋଇଥିଲେ। କେନ୍ଦ୍ର ସରକାରଙ୍କ କୃଷି ଆଇନ୍‌କୁ ବିରୋଧ କରି ବିଭିନ୍ନ କୃଷକ ସଙ୍ଗନ ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି। […]

jmm

jmm

Manoranjan Sial
  • Published: Saturday, 06 February 2021
  • Updated: 06 February 2021, 03:31 PM IST

Sports

Latest News

ବାରିପଦା (ମାଣିକଲାଲ ପାଣି): ସୁଦାମ ମାରାଣ୍ଡି ହାଏ ହାଏ...। ଭରତ ବନ୍ଦ ସତ୍ତ୍ୱେ ମନ୍ତ୍ରୀ ଶ୍ରୀ ମାରାଣ୍ଡି ନିଜ ସମର୍ଥକଙ୍କ ସହ ଯାଉଥିବା ବେଳେ ଜେଏମ୍‌ଏମ୍‌ କର୍ମୀ ଏପରି ନାରାବାଜି ଦେଇଛନ୍ତି। ଯାହାକୁ ନେଇ ବିଜେଡି ଓ ଜେଏମ୍‌ଏମ୍‌ କର୍ମୀ ମୁହାଁମୁହିଁ ହୋଇଥିଲେ। ଝାରଖଣ୍ଡ ସୀମାନ୍ତ ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆରେ ମନ୍ତ୍ରୀ ଏପରି ବିରୋଧରେ ସମ୍ମୁଖୀନ ହୋଇଥିଲେ।

କେନ୍ଦ୍ର ସରକାରଙ୍କ କୃଷି ଆଇନ୍‌କୁ ବିରୋଧ କରି ବିଭିନ୍ନ କୃଷକ ସଙ୍ଗନ ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି। ବନ୍ଦ ଡାକରାକୁ ସମର୍ଥନ କରି ଓଡ଼ିଶାରେ ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନ ଓ କେତେକ ରାଜନୈତିକ ଦଳ ରାଜରାସ୍ତାକୁ ଓହ୍ଲାଇଛି। ଏହା ସତ୍ତ୍ୱେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଆଜି ଝାରଖଣ୍ଡ ସୀମାନ୍ତ ମୟୂରଭଞ୍ଜ ଜିଲ୍ଲା ଝାରୋପଖରିଆ ଅଞ୍ଚଳକୁ ଯାଉଥିଲେ। ଏ ସମ୍ପର୍କରେ ଜେଏମ୍‌ଏମ୍‌ କର୍ମୀମାନେ ଜାଣିପାରି ଶ୍ରୀ ମାରାଣ୍ଡିଙ୍କ ଗାଡ଼ିକୁ ୧୮ ନମ୍ୱର ଜାତୀୟ ରାଜପଥରେ ଅଟକାଇ ଥିଲେ। ଏହି ସମୟରେ ସୁଦାମଙ୍କ ସମର୍ଥକମାନେ ଜେଏମ୍ଏମ୍‌ କର୍ମୀଙ୍କୁ ଠେଲାପେଲା ଓ ପାଟିତୁଣ୍ଡ କରିଥିଲେ। ଫଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

ଜେଏମ୍‌ଏମ୍‌ ନେତା ସନ୍ତୋଷ କୁମାର ମୁର୍ମୁ କହିଛନ୍ତି-“ଆଜି ୩ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହା ସତ୍ତ୍ୱେ ମନ୍ତ୍ରୀ ଆସୁଛନ୍ତି। ତାଙ୍କର ଏହି ଗସ୍ତକୁ ଆମେ ବିରୋଧ କରିଥିଲୁ। ବନ୍ଦ ସମୟରେ ନଯିବାକୁ ସୁଦାମ ମାରାଣ୍ଡିଙ୍କୁ ହାତ ଯୋଡ଼ି ଅନୁରୋଧ କରିଥିଲୁ। ଏହି ସମୟରେ ବିଜେଡି ଗୁଣ୍ଡାମାନେ ଜେଏମ୍‌ଏମ୍‌ କର୍ମୀଙ୍କୁ ଆକ୍ରମଣ କରିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story