ଅପରାଧୀ ମନ୍ତ୍ରୀମାନଙ୍କ ଯୋଗୁ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଛି: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଭୁଷୁଡ଼ି ପଡ଼ିଥିବା ଆଇନଶୃଙ୍ଖଳା କାରଣରୁ ରାଜ୍ୟବାସୀ ଆଜି ସାଧାରଣ ନ୍ୟାୟ ପାଇବାରୁ ବଂଚିତ ହେବା ସହ ହନ୍ତସନ୍ତ ହେଉଛନ୍ତିି। ରାଜ୍ୟର ‘କ୍ରିମିନାଲାଇଜେସନ୍ ଇନ୍ ପଲିଟିକ୍ସ’ ବନ୍ଦ ନହେବା ପର୍ଯ୍ୟନ୍ତ ମହିଳା ଅସୁରକ୍ଷିତ ରହିବେ। ମହିଳାଙ୍କ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିଜେପି ତା’ର ଆନ୍ଦୋଳନ ଜାରି ରଖିବ ବୋଲି ଚେତାବନୀ ଦେଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରିମଣ୍ଡଳରେ ଅଭିଯୁକ୍ତ […]

BJP

BJP

Ordigital Desk
  • Published: Thursday, 30 December 2021
  • Updated: 30 December 2021, 10:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଭୁଷୁଡ଼ି ପଡ଼ିଥିବା ଆଇନଶୃଙ୍ଖଳା କାରଣରୁ ରାଜ୍ୟବାସୀ ଆଜି ସାଧାରଣ ନ୍ୟାୟ ପାଇବାରୁ ବଂଚିତ ହେବା ସହ ହନ୍ତସନ୍ତ ହେଉଛନ୍ତିି। ରାଜ୍ୟର ‘କ୍ରିମିନାଲାଇଜେସନ୍ ଇନ୍ ପଲିଟିକ୍ସ' ବନ୍ଦ ନହେବା ପର୍ଯ୍ୟନ୍ତ ମହିଳା ଅସୁରକ୍ଷିତ ରହିବେ। ମହିଳାଙ୍କ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିଜେପି ତା’ର ଆନ୍ଦୋଳନ ଜାରି ରଖିବ ବୋଲି ଚେତାବନୀ ଦେଇଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରିମଣ୍ଡଳରେ ଅଭିଯୁକ୍ତ ଅପରାଧୀମାନଙ୍କୁ ସୁରକ୍ଷା ଦେଉଥିବା ପର୍ଯ୍ୟନ୍ତ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ମୁହାଁ ହେବ। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ଚେର ଆଜି ରାଜ୍ୟର କୋଣ ଅନୁକୋଣକୁ ପହଂଚିସାରିଛିା କୋରାପୁଟ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ ହୋଇଥିବାବେଳେ ଗତ ୨୪ ତାରିଖରେ କୋରାପୁଟ ସଦର ଅଂଚଳର ଗୋଟିଏ ପରିବାରକୁ ବନ୍ଧକ ରଖି ଗନ୍ ପଏଂଟରେ ଭୟଭୀତ କରାଯାଇ ଯେଉଁ ଭଳି ଭାବେ ମହିଳାଙ୍କ ସହ ଗଣଦୁଷ୍କର୍ମ କରାଯାଇଛି, ତାହା ଅତ୍ୟନ୍ତ ଲଜ୍ଜାଜନକ। ଏଭଳି ଜଘନ୍ୟ ଘଟଣା ଘଟିବାର ୭ ଦିନ ବିତି ଯାଇଥିଲେ ସୁଦ୍ଧା ଜଣେ ହେଲେ ଅଭିଯୁକ୍ତକୁ ଗିରଫ କରିବାରେ ପୁଲିସ ବିଫଳ ହୋଇଛିା ଏହା ରାଜ୍ୟ ସରକାରଙ୍କ ମହିଳାବିରୋଧୀ ନୀତିକୁ ପୁଣି ଥରେ ସ୍ପଷ୍ଟ ପ୍ରମାଣିତ କରିଛି । ଏହି ସ୍ପର୍ଶକାତର ଘଟଣାକୁ ବିଜେପି ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରି ଆଜି ଜୟପୁରଠାରେ ଆନ୍ଦୋଳନ ଆରମ୍ଭ କରିଛି । ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରୀ ତୀବ୍ରତର କରିବ ବୋଲି ସେ କହିଛନ୍ତି ।

ବିଜେଡି ଶାସନରେ ମହିଳା ବିପଦରେ । ପ୍ରତ୍ୟେକ ଦିନ ରାଜ୍ୟରେ ହାରାହାରି ୪ ଦୁଷ୍କର୍ମ ଏବଂ ୬ ଅପହରଣ ହେଉଛି । ଗତ ୫ ବର୍ଷରେ ୨୭୦୦୦ ଶିଶୁ ନିଖୋଜ ଅଛନ୍ତି । ମମିତା ମେହେର ହତ୍ୟାକାଣ୍ଡ, ପରୀ ହତ୍ୟାକାଣ୍ଡ, ମାହାଙ୍ଗା ଡବଲ ମର୍ଡର, ଏସିଏଫ ସୈାମ୍ୟରଞ୍ଜନ ହତ୍ୟାକାଣ୍ଡରେ ରାଜ୍ୟ ମନ୍ତ୍ରୀମଣ୍ଡଳର ବରିଷ୍ଠ ମନ୍ତ୍ରୀମାନଙ୍କ ସଂପୃକ୍ତିକୁ ରାଜ୍ୟ ସରକାର ଘଂଟ ଘୋଡ଼ାଇ ସୁରକ୍ଷା ପ୍ରଦାନ କରୁଛନ୍ତି । ବିଜେଡି ଶାସନରେ ‘କ୍ରିମିନାଲାଇଜେସନ୍ ଇନ୍ ପଲିଟିକ୍ସ\' କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି ଏବଂ ଏହା ବନ୍ଦ ନହେବା ପର୍ଯ୍ୟନ୍ତ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ରହିବେ । ରାଜ୍ୟ ସରକାର ବିଶେଷ ଭାବେ ମହିଳା ସୁରକ୍ଷାକୁ ଆଦø ଗୁରୁତ୍ୱ ଦେଉନାହାନ୍ତି । ଯେତେଦିନ ପର୍ଯ୍ୟନ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ର, ଆଇନ ମନ୍ତ୍ରୀ ପ୍ରତାପ ଜେନା, ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଭଳି ଅଭିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ନିଜ କୋଳରେ ବସାଇ ସୁରକ୍ଷା ପ୍ରଦାନ କରୁଥିବେ, ସେତେଦିନ ପର୍ଯ୍ୟନ୍ତ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଆହୁରି ଖରାପ ଆଡ଼କୁ ଗତି କରିବ ବୋଲି ଡ.ବିଶ୍ୱାଳ କହିଛନ୍ତିା ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମଳନୀରେ ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ଶ୍ରୀମତୀ ରଶ୍ମୀରେଖା ଦାସ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story