କେନ୍ଦ୍ର ନେଉଥିବା ଟିକସ ସୁଇସ ବ୍ୟାଙ୍କ ଯାଉନି, ବନ୍ଦ ପଛରେ ବିଜେଡି ଅଛି:  ଲେଖାଶ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସର ବନ୍ଦ ଡାକରାକୁ ସମାଲୋଚନା କଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ସେ କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସର ଭୋଟହାର କମିଛି। କଂଗ୍ରେସର ବିପର୍ଯ୍ୟୟ ହୋଇଛି। ସେସବୁ ଉପରୁ ନଜର ହଟାଇବାକୁ କଂଗ୍ରେସ ବନ୍ଦ ପାଳନ କରୁଛି। ହେଲେ ସେଇ ବନ୍ଦର କୌଣସି ପ୍ରଭାବ ନାହିଁ। ତେଲ ଦର ବୃଦ୍ଧି ପରିବହନ ଓ ବିଶୋଧନ ଉପରେ ନିର୍ଭର କରେ। କେନ୍ଦ୍ର ନେଉଥିବା ଟିକସ ଜନକଲ୍ୟାଣ କାର୍ଯ୍ୟରେ ଲାଗୁଛି, ସୁଇସ ବ୍ୟାଙ୍କ ଯାଉନି। […]

Lekhasri Samantsinghar

Lekhasri Samantsinghar

Tapas Behera
  • Published: Monday, 15 February 2021
  • Updated: 15 February 2021, 01:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସର ବନ୍ଦ ଡାକରାକୁ ସମାଲୋଚନା କଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ସେ କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସର ଭୋଟହାର କମିଛି। କଂଗ୍ରେସର ବିପର୍ଯ୍ୟୟ ହୋଇଛି। ସେସବୁ ଉପରୁ ନଜର ହଟାଇବାକୁ କଂଗ୍ରେସ ବନ୍ଦ ପାଳନ କରୁଛି। ହେଲେ ସେଇ ବନ୍ଦର କୌଣସି ପ୍ରଭାବ ନାହିଁ। ତେଲ ଦର ବୃଦ୍ଧି ପରିବହନ ଓ ବିଶୋଧନ ଉପରେ ନିର୍ଭର କରେ। କେନ୍ଦ୍ର ନେଉଥିବା ଟିକସ ଜନକଲ୍ୟାଣ କାର୍ଯ୍ୟରେ ଲାଗୁଛି, ସୁଇସ ବ୍ୟାଙ୍କ ଯାଉନି।

କୌଣସି ପାନାମା ପେପରକୁ ଯାଉନି। ମୋଦିଙ୍କ ପକେଟକୁ ବି ଯାଉନି। ଧର୍ମେନ୍ଦ୍ର ପ୍ରଧାନଙ୍କ ପକେଟକୁ ବି ଯାଉନି। ତାର ହିସାବ ଆମେ ଲୋକଲୋଚନକୁ ଆଣିବାକୁ ଚାହୁଁଛୁଅ। ରାଜ୍ୟ ଭାଟ୍ କମାଉ। କାରଣ ଆଗରୁ ରାଜ୍ୟ ସରକାର ଭାଟ ୨୬ ପ୍ରତିଶତ ନେଥିଲେ। ଏବେ ୩୨ ପ୍ରତିଶତ ନେଉଛି।  ଡିଜେଲ ଉପରେ ତାହା ୨୮ ପ୍ରତିଶତ ହୋଇଛି। ଲେଖାଶ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ୨ ପ୍ରକାର ରାଜନୀତି କରୁଛନ୍ତି । ସ୍କୁଲ କଲେଜ ବନ୍ଦ ରଖି ବନ୍ଦକୁ ତାଙ୍କର ସମର୍ଥନ ରହିଥିବା ଦର୍ଶାଉଛନ୍ତି।

ବନ୍ଦ ପ୍ରଚ୍ଛଦପଟରେ ବିଜେଡି ରହିଛି ବୋଲି ଲେଖାଶ୍ରୀ ଅଭିଯୋଗ ଆଣିଛନ୍ତି। ସୂଚନା ଅନୁଯାୟୀ, ତୈଳ ଦରର ଅହେତୁକ ବୃଦ୍ଧି ପ୍ରତିବାଦରେ ତଥା ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story