ମନ୍ତ୍ରୀଙ୍କ ପ୍ରାର୍ଥୀ ଘୋଷଣାରେ ପାଟ୍ଟଶାଣୀ ନିରାଶ !

  • Published: Sunday, 17 December 2023
  • , Updated: 17 December 2023, 02:27 PM IST

ଏକାମ୍ର ନିର୍ବାଚନମଣ୍ଡଳୀର ବିଜେବି ନଗର ଅଂଚଳର ୫୬ନମ୍ବର ୱାର୍ଡରେ ବିଜେଡି ପଦଯାତ୍ରାବେଳେ ଦଳର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ୱର ସଂସଦୀୟ ଆସନର ବିଜେଡି ପ୍ରାର୍ଥୀ ଭାବେ ମନ୍ତ୍ରୀ ଶ୍ରୀ ପଣ୍ଡା ଘୋଷଣା କରିଥିବା ବେଳେ ଦଳର ଉପସଭାପତି ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି।

Related story