ସୁରକ୍ଷା ମାଗିଲେ ପ୍ରଦୀପ ପାଣିଗ୍ରାହୀ

ସୁରକ୍ଷା ଲୋଡିଲେ ପ୍ରଦୀପ ପାଣିଗ୍ରାହୀ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ଫେରାଦ ହେଲେ ପ୍ରଦୀପ ପାଣିଗ୍ରାହୀ ।

Manoj Swain
  • Published: Thursday, 11 April 2024
  • Updated: 11 April 2024, 12:38 PM IST

Sports

Latest News

ବ୍ରହ୍ମପୁରରେ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି ସରକାରୀ ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ସରକାରୀ ଅଫିସର ସବୁ କାର୍ଯ୍ୟ କରୁଛନ୍ତି । ଏସପି ଓ ଆଇଆଇସି ରାଜନୈତିକ ଲୋକମାନଙ୍କୁ ଫୋନ କରି ଦଳୀୟ ଆଧାରରେ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ରାଜ୍ୟରେ ନିର୍ବାଚନ ଆଚରଣ ବିଧିର ଉଲଂଘନ ହେଉଛି । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛି ବିଜେପି। ଶୁଣନ୍ତୁ ଏହାକୁ ନେଇ କ'ଣ କହୁଛନ୍ତି ପ୍ରଦୀପ ପାଣିଗ୍ରାହୀ...

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos