ସୁରକ୍ଷା ମାଗିଲେ ପ୍ରଦୀପ ପାଣିଗ୍ରାହୀ

  • Published: Thursday, 11 April 2024
  • , Updated: 11 April 2024, 12:38 PM IST

ବ୍ରହ୍ମପୁରରେ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି ସରକାରୀ ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ସରକାରୀ ଅଫିସର ସବୁ କାର୍ଯ୍ୟ କରୁଛନ୍ତି । ଏସପି ଓ ଆଇଆଇସି ରାଜନୈତିକ ଲୋକମାନଙ୍କୁ ଫୋନ କରି ଦଳୀୟ ଆଧାରରେ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ରାଜ୍ୟରେ ନିର୍ବାଚନ ଆଚରଣ ବିଧିର ଉଲଂଘନ ହେଉଛି । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛି ବିଜେପି। ଶୁଣନ୍ତୁ ଏହାକୁ ନେଇ କ'ଣ କହୁଛନ୍ତି ପ୍ରଦୀପ ପାଣିଗ୍ରାହୀ...

Related story