ଏନଡିଏର ନିକଟତର ହେବାକୁ ବାଟ ଖୋଜୁଛି ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ପୁଣିଥରେ ସ୍ପଷ୍ଟ ଜନାଦେଶ ସହ କେନ୍ଦ୍ରରେ ସରକାର ଗଠନ କରିବା ପରେ ରାଜ୍ୟରେ କ୍ଷମତାସୀନ ବିଜେଡି ପାଇଁ ଚିନ୍ତା ବଢ଼ିଛି। ବିଶେଷକରି ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମିଳିବା ପରେ ହିଁ ବିଜେଡି ଅଜଣା ଆଶଙ୍କା ମଧ୍ୟରେ ରହିଛି। ଯେଉଁଥିପାଇଁ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ସରଗରମ ବୟାନବାଜି ଆରମ୍ଭ ହେବା ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିଲ୍ଲୀ […]

modi

modi

Jitendra Garnayak
  • Published: Thursday, 06 June 2019
  • Updated: 06 June 2019, 10:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ପୁଣିଥରେ ସ୍ପଷ୍ଟ ଜନାଦେଶ ସହ କେନ୍ଦ୍ରରେ ସରକାର ଗଠନ କରିବା ପରେ ରାଜ୍ୟରେ କ୍ଷମତାସୀନ ବିଜେଡି ପାଇଁ ଚିନ୍ତା ବଢ଼ିଛି। ବିଶେଷକରି ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମିଳିବା ପରେ ହିଁ ବିଜେଡି ଅଜଣା ଆଶଙ୍କା ମଧ୍ୟରେ ରହିଛି। ଯେଉଁଥିପାଇଁ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ସରଗରମ ବୟାନବାଜି ଆରମ୍ଭ ହେବା ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟିବାକୁ ରଣନୀତି ପ୍ରସ୍ତୁତ କରିଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ଚଳିତଥର ଏନଡିଏ (ବିଶେଷକରି ବିଜେପି)କୁ ଅତି ସ୍ପଷ୍ଟ ଜନାଦେଶ ମିଳିଥିବାରୁ ଓଡ଼ିଶାରେ ଦୁର୍ବଳ ଥିବା ନିଜର ସଂଗଠନକୁ ବିଜେପି ସୁଦୃଢ଼ କରିବାକୁ ଉଦ୍ୟମ କରିବା ସ୍ୱାଭାବିକ। ଆଉ ଏହା ଭବିଷ୍ୟତରେ ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିବାର ଆଶଙ୍କା କରି ବିଜେଡି ନେତୃତ୍ୱ ଏବେ ଏନଡିଏର ନିକଟତର ହେବାର ସୁଯୋଗ ଖୋଜୁଛନ୍ତି। ନିର୍ବାଚନୀ ଫଳାଫଳ ଆସିବା ପରଠୁ ବିଜେପି କିମ୍ବା ମୋଦି ସରକାରଙ୍କ ବିରୋଧରେ ବିଜେଡି ପ୍ରତିକୂଳ ମନ୍ତବ୍ୟ ଦେବାରୁ ବିରତ ରହିଛି। ତା’ଛଡ଼ା ମୋଦି ସରକାରର ମହତ୍ୱାକାଂକ୍ଷୀ ଯୋଜନା ଯଥା ‘ଆୟୁଷ୍ମାନ ଭାରତ’ ଓ ‘ପିଏମ୍ କିଷାନ’ରେ ସାମିଲ ହେବାକୁ ମଧ୍ୟ ବିଜେଡି ସରକାର ଏବେଠୁ ବାଟ ଖୋଜିବା ଆରମ୍ଭ କଲାଣି।

ସ୍ମରଣଯୋଗ୍ୟ,ଏହି ଦୁଇ ଯୋଜନାକୁ ବିଜେଡି ପ୍ରଥମରୁ ହିଁ ବିରୋଧ କରି ଆସୁଥିଲା। ଏସବୁ ବ୍ୟତୀତ ‘ଫୋନି’ ବାତ୍ୟା ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରିବାରେ ଏପର୍ଯ୍ୟନ୍ତ ସକ୍ଷମ ହୋଇନଥିବା ବିଜେଡି ସରକାର ପାଇଁ ‘କେନ୍ଦ୍ରୀୟ ଅବହେଳା’ ଶବ୍ଦ ଉଚ୍ଚାରଣ ନକରିବା ମଧ୍ୟ ଏକପ୍ରକାରର ରାଜନୀତିକ ବାଧ୍ୟବାଧକତା ପାଲଟିଯାଇଛି। ‘ଫୋନି’ରେ ୧୨ହଜାର କୋଟି ଟଙ୍କାର କ୍ଷତି ହୋଇଛି ବୋଲି ରାଜ୍ୟ ସରକାର ପ୍ରାଥମିକ ଆକଳନ କରିଥିବାବେଳେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ରକୁ ଦେବାରେ ସକ୍ଷମ ହୋଇନାହାନ୍ତି। ଅବଶ୍ୟ କେନ୍ଦ୍ର ସରକାର ‘ଫୋନି’ ପାଇଁ ୧୩୮୪ କୋଟି ଟଙ୍କା ସହାୟତା ଦେଇସାରିଛନ୍ତି। ରାଜ୍ୟ ସରକାର ଏହି ଅର୍ଥକୁ ମଧ୍ୟ ସମ୍ପୂୂର୍ଣ୍ଣ ଖର୍ଚ୍ଚ କରିବାରେ ଏପର୍ଯ୍ୟନ୍ତ ସକ୍ଷମ ହୋଇନାହାନ୍ତି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ବିଜେଡିର ସ୍ଥିତି ଏବେ ‘କହି ହେଉନି କି ସହି ହେଉନି’ ଭଳି ହୋଇଛି। ବିଜେପି ନେତୃତ୍ୱଙ୍କୁ ଅସନ୍ତୁଷ୍ଟ କରିବାକୁ ବିଜେଡି ଦଳ କିମ୍ବା ରାଜ୍ୟ ସରକାର ସାହସ ଜୁଟାଇ ପାରୁନାହାନ୍ତି। ବିଶେଷକରି ଅମିତ୍ ଶାହ ସ୍ୱରାଷ୍ଟ୍ର ମନ୍ତ୍ରୀ ହେବାପରେ ତାଙ୍କର କାମ କରିବାର ଶୈଳୀକୁ ନେଇ ବିଜେଡି ଆତଙ୍କିତ ହୋଇପଡ଼ିଛି। ଚିଟଫଣ୍ଡ, ଖଣି ଦୁର୍ନୀତି, କୋଇଲା ଦୁର୍ନୀତି, ପେଟ୍ରୋଲ ପମ୍ପ ଆବଣ୍ଟନ ଦୁର୍ନୀତି, ବ୍ଲାକରୋଜ୍ ଜାହାଜ ବୁଡ଼ି ଆଦି ଘଟଣାର ସିବିଆଇ ତଦନ୍ତ ଅଧିକ ତ୍ୱରାନ୍ୱିତ ହେବାର ଆଶଙ୍କା ରହିଛି। ଯାହାକି ବିଜେଡି ପାଇଁ ଅଡ଼ୁଆ ସୃଷ୍ଟି କରିବ, ବିଶେଷକରି ଚିଟଫଣ୍ଡ ତଦନ୍ତ ପୁଣିଥରେ ନବୀନ ନିବାସ ପହଞ୍ଚିବାର ଆଶଙ୍କା ଦଳକୁ ଏକପ୍ରକାର ଗ୍ରାସ କରିଛି।

ଏସବୁ କାରଣକୁ ଦୃଷ୍ଟିରେ ରଖି ନବୀନଙ୍କ ଜୁନ୍ ୮ରେ ୫ଦିନିଆ ଦିଲ୍ଲୀ ଗସ୍ତକୁ ରାଜନୀତିକ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି। ନବୀନ ମଧ୍ୟ ଏହି ଗସ୍ତବେଳେ କେନ୍ଦ୍ର ସରକାରଙ୍କୁ ‘ଫୋନି’ କ୍ଷୟକ୍ଷତିର ଚୂଡ଼ାନ୍ତ ସ୍ମାରକପତ୍ର ପ୍ରଦାନ ସହ ପୂର୍ବଭଳି କେନ୍ଦ୍ର ସରକାରଙ୍କୁ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେବେ ବୋଲି ଆନୁଷ୍ଠାନିକ ଘୋଷଣା କରିବାର ସମ୍ଭାବନା ରହିଛି। ରାଜ୍ୟସଭାରେ ଏନଡିଏ ସଂଖ୍ୟାଗରିଷ୍ଠତାରୁ ସାମାନ୍ୟ ପଛରେ ଥିଲେ ମଧ୍ୟ ୨୦୨୦ ଏପ୍ରିଲ ସୁଦ୍ଧା ଏନଡିଏକୁ ରାଜ୍ୟସଭାରେ ମ୍ୟାଜିକ୍ ନମ୍ବର ମିଳିଯିବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।

ଲୋକସଭାରେ ବିଜେପି ଓ ତା’ର ସହଯୋଗୀ ଦଳ ପାଖରେ ଆବଶ୍ୟକ ସଂଖ୍ୟା ଥିବାରୁ ନବୀନଙ୍କ ବିଜେଡିକୁ ସନ୍ତୁଷ୍ଟ କରିବାକୁ ବିଜେପି ଶୀର୍ଷ ନେତୃତ୍ୱ ଚାହିଁବେ ନାହିଁ। ନବୀନ(ଲୋକସଭାରେ ବିଜେଡିର ୧୨ ସାଂସଦ)ଙ୍କ ତୁଳନାରେ ବିିଜେପିକୁ ଏବେ ୱାଇଏସଆର କଂଗ୍ରେସ(ଲୋକସଭାରେ ୨୨ସାଂସଦ) ଭଳି ବିଶ୍ୱସ୍ତ ଓ ନୂଆ ସହଯୋଗୀ ମିଳିଛି। ତେଣୁ ଏସବୁକୁ ବୁଝିଥବା ବିଜେଡି ସୁପ୍ରିମୋ ଏବେ ଦିଲ୍ଲୀରେ ଥିବା ନିଜର ପୁରୁଣା ସହଯୋଗୀଙ୍କ ମାଧ୍ୟମରେ ବିଜେପି ନେତୃତ୍ୱଙ୍କୁ ମ୍ୟାନେଜ୍ କରିବାକୁ ପ୍ରୟାସ କରୁଥିବା ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story