'ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧନ କରି ରଖିଛନ୍ତି ପାଣ୍ଡିଆନ'

ମୁଖ୍ୟମନ୍ତ୍ରୀଙ୍କୁ ଭିକେ ପାଣ୍ଡିଆନ ବନ୍ଧନ କରି ରଖିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

Manoj Swain
  • Published: Saturday, 25 May 2024
  • Updated: 25 May 2024, 07:19 PM IST

Sports

Latest News

କେତେବେଳେ ମୁଖ୍ୟମନ୍ତ୍ରୀ ବନ୍ଦି ତ କେତେବେଳେ ବନ୍ଧନରେ ଥିବା କହୁଛି ବିଜେପି। କେନ୍ଦ୍ରରୁ ଆସୁଥିବା ନେତା କଡା ଟିପ୍ପଣୀ ଦେବା ପରେ ରାଜ୍ୟ ବିଜେପି ନେତା ଏହାକୁ ନେଇ ପ୍ରତିବାଦ କରିବା ସହିତ ପୁଲିସ ଡିଜିଙ୍କୁ ଚିଠି ଲେଖି ଦାବିପତ୍ର ଦେଇଛି। ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବାକୁ ଡିଜିପିଙ୍କୁ ଚିଠି ଲେଖିଲା ରାଜ୍ୟ ବିଜେପି। ଭିକେ ପାଣ୍ଡିଆନଙ୍କ କବଳରୁ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବାକୁ ଅପିଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଭିକେ ପାଣ୍ଡିଆନ ବନ୍ଧନ କରି ରଖିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos