ଏହି ଫର୍ମୁଲାରେ ହେବ ସିଟ୍ ସେୟାରିଂ !

  • Published: Thursday, 07 March 2024
  • , Updated: 07 March 2024, 11:44 AM IST

ବିଜେପି–ବିଜେଡି ମଧ୍ୟରେ ମେଣ୍ଟ ଯେ କୌଣସି ସମୟରେ ଘୋଷଣା ହୋଇପାରେ। ଯଦି ମେଣ୍ଟ ହେବ, ତେବେ ଫର୍ମୁଲା କଣ ରହିବ। ବିଜେପି ପ୍ରତି ଲୋକସଭା ନିର୍ବାଚନମଣ୍ଡଳୀରେ କେତୋଟି ବିଧାନସଭା ଆସନ ନେବ। ଯଦି ପ୍ରତି ଆସନରେ ବିଜେପିକୁ 3ଟି ମିଳେ ତେବେ ବିଜେପି 63 ଆସନ ପାଇବ ବୋଲି କୁହାଯାଉଛି। ଯଦି ଏମିତି ନ ହୁଏ, ତେବେ ପ୍ରତି ଲୋକସଭା କ୍ଷେତ୍ରରେ ଯଦି 2ଟି ବିଧାନସଭା ଆସନ ବିଜେପିକୁ ଦିଆଯାଏ, ତା ହେଲେ ସଂଖ୍ୟା 42 ହୋଇପାରେ। ଦେଖନ୍ତୁ ପୂରା ରିପୋର୍ଟ। 

Related story