ନବୀନଙ୍କ ଫିଟ୍‌ନେସ୍‌ ଭିଡିଓକୁ ନେଇ ଦାମ କହିଲେ ଏମିତି କଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫିଟ୍ ଥିବା ନେଇ ଗତକାଲି ସୋଶାଲ ମିଡିଆରେ ଜାରି ଭିଡିଓକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ। ଦାମ କହିଛନ୍ତି, ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଲୋକେ ଯାହା ଆଶଙ୍କା କରୁଥିଲେ, ତାକୁ ଏହି ଭିଡ଼ିଓ ମାଧ୍ୟମରେ ନବୀନ ସତ ବୋଲି ପ୍ରମାଣିତ କରିଛନ୍ତି। ପିଏମ୍‌ଜିରେ ଏକ ଷ୍ଟେଜ୍ କରାଯାଇ ମୋ ସହ ନବୀନ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ନେଇ ଓଡ଼ିଆରେ ଆଲୋଚନା କରନ୍ତୁ ବୋଲି […]

damanana

damanana

Tapas Behera
  • Published: Saturday, 06 April 2019
  • Updated: 06 April 2019, 10:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫିଟ୍ ଥିବା ନେଇ ଗତକାଲି ସୋଶାଲ ମିଡିଆରେ ଜାରି ଭିଡିଓକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ।

ଦାମ କହିଛନ୍ତି, ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଲୋକେ ଯାହା ଆଶଙ୍କା କରୁଥିଲେ, ତାକୁ ଏହି ଭିଡ଼ିଓ ମାଧ୍ୟମରେ ନବୀନ ସତ ବୋଲି ପ୍ରମାଣିତ କରିଛନ୍ତି। ପିଏମ୍‌ଜିରେ ଏକ ଷ୍ଟେଜ୍ କରାଯାଇ ମୋ ସହ ନବୀନ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ନେଇ ଓଡ଼ିଆରେ ଆଲୋଚନା କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ଦାମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos