୭ ସ୍କୁଲକୁ ପୋଷ୍ୟ ଗ୍ରହଣ ପାଇଁ ଅନୁମତି ଲୋଡ଼ିଲେ ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ‘ମୋ ସ୍କୁଲ ଅଭିଯାନ’ରେ ସାମିଲ ହେବା ପାଇଁ ବିଧାୟକମାନଙ୍କୁ ଆହ୍ୱାନ କରିଥିବାବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ୭ଟି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ସରକାରଙ୍କ ଅନୁମତି ଲୋଡ଼ିଛନ୍ତି। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଜି ଓପେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆଙ୍କୁ ଚିଠି ଲେଖି ସେ ଅତୀତରେ ପଢ଼ିଥିବା ସ୍କୁଲକୁ ସରକାରଙ୍କ ବିଧିବ୍ୟବସ୍ଥା ଅନୁସାରେ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ […]

niranjan-2-750x430

niranjan-2-750x430

Manoranjan Sial
  • Published: Saturday, 06 February 2021
  • Updated: 06 February 2021, 10:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ‘ମୋ ସ୍କୁଲ ଅଭିଯାନ’ରେ ସାମିଲ ହେବା ପାଇଁ ବିଧାୟକମାନଙ୍କୁ ଆହ୍ୱାନ କରିଥିବାବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ୭ଟି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ସରକାରଙ୍କ ଅନୁମତି ଲୋଡ଼ିଛନ୍ତି।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଜି ଓପେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆଙ୍କୁ ଚିଠି ଲେଖି ସେ ଅତୀତରେ ପଢ଼ିଥିବା ସ୍କୁଲକୁ ସରକାରଙ୍କ ବିଧିବ୍ୟବସ୍ଥା ଅନୁସାରେ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି। ସେହିସବୁ ସ୍କୁଲଗୁଡ଼ିକ ସହ ତାଙ୍କର ଭାବଗତ ସମ୍ପର୍କ ଓ କର୍ତ୍ତ୍ୟ ପାଳନ ନିତାନ୍ତ ଆବଶ୍ୟକତା ଥିବାରୁ ଏଥିପାଇଁ ତାଙ୍କୁ ଯଥାଶୀଘ୍ର ସୁଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି।

ଶ୍ରୀ ପଟ୍ଟନାୟକ ଯେଉଁ ୭ଟି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ କହିଛନ୍ତି ସେଥିରେ ୫ଟି କେନ୍ଦୁଝର ଜିଲ୍ଲା ଓ ୨ଟି ମୟୂରଭଞ୍ଜ ଜିଲ୍ଲାରେ ରହିଛି। ସେହି ସ୍କୁଲଗୁଡ଼ିକ ହେଲା କେନ୍ଦ୍ରଝର ଜିଲ୍ଲାର ଆନନ୍ଦପୁରସ୍ଥିତ ମଡେଲ ସ୍କୁଲ, କେନ୍ଦୁଝର ଗଡ଼ସ୍ଥିତ ମୋଚିବନ୍ଧ ପ୍ରାଥମିକ ସ୍କୁଲ, ତେଲକୋଇ ପ୍ରାଥମିକ ସ୍କୁଲ, ଆନନ୍ଦପୁରସ୍ଥିତ ବିଏନ ସରକାରୀ ହାଇସ୍କୁଲ, କେନ୍ଦୁଝରସ୍ଥିତ ଡିଏନ ସରକାରୀ ହାଇସ୍କୁଲ ସମେତ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସରକାରୀ ହାଇସ୍କୁଲ ଓ ବାଙ୍ଗିରିପୋଷି ହାଇସ୍କୁଲ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story