ଓଡ଼ିଶାରେ ଅଚଳ ହୋଇଯିବ କି ‘ପିଏମ୍ କିଷାନ’, ଆଶଙ୍କା କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନରେନ୍ଦ୍ର ମୋଦି ସରକାରଙ୍କ ‘ପିଏମ୍ କିଷାନ’ ଯୋଜନାକୁ ଅଚଳ କରିବା ପାଇଁ ଓଡ଼ିଶାରେ ଚକ୍ରାନ୍ତ ଚାଲିଛି । ରାଜ୍ୟରେ ଯେତିକି ଚାଷୀ ‘କାଳିଆ’ ଯୋଜନାରେ ଉପକୃତ ହେଉଛନ୍ତି ସେତିକି ଚାଷୀଙ୍କୁ ପିଏମ୍ କିଷାନରେ ସାମିଲ କରିବା ଦାୟିତ୍ୱ ରାଜ୍ୟ ସରକାରଙ୍କର । କିନ୍ତୁ ରାଜ୍ୟ ସରକାରଙ୍କ ଅଫିସରମାନେ ନିଜର ତ୍ରୁଟିକୁ ନସୁଧାରି ଶାସକ ବିଜେଡିର ମୁଖପାତ୍ର ଭଳି ଗଣମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ବିଜେପି କୃଷକ […]

BJP

BJP

Ordigital Desk
  • Published: Monday, 09 January 2023
  • Updated: 09 January 2023, 10:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନରେନ୍ଦ୍ର ମୋଦି ସରକାରଙ୍କ ‘ପିଏମ୍ କିଷାନ’ ଯୋଜନାକୁ ଅଚଳ କରିବା ପାଇଁ ଓଡ଼ିଶାରେ ଚକ୍ରାନ୍ତ ଚାଲିଛି । ରାଜ୍ୟରେ ଯେତିକି ଚାଷୀ ‘କାଳିଆ’ ଯୋଜନାରେ ଉପକୃତ ହେଉଛନ୍ତି ସେତିକି ଚାଷୀଙ୍କୁ ପିଏମ୍ କିଷାନରେ ସାମିଲ କରିବା ଦାୟିତ୍ୱ ରାଜ୍ୟ ସରକାରଙ୍କର । କିନ୍ତୁ ରାଜ୍ୟ ସରକାରଙ୍କ ଅଫିସରମାନେ ନିଜର ତ୍ରୁଟିକୁ ନସୁଧାରି ଶାସକ ବିଜେଡିର ମୁଖପାତ୍ର ଭଳି ଗଣମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବଙ୍କୁ ଭେଟି ରାଜ୍ୟରେ ବୃହତ୍ ଭାଗ ଚାଷୀ କାହିଁକି ‘ପିଏମ୍ କିଷାନ’ଯୋଜନାରୁ ବଂଚିତ ହେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଏକ ଲିଖିତ ଦାବିପତ୍ର ଦେଇ କେନ୍ଦ୍ର ସରକାରଙ୍କୁ ଚାଷୀଙ୍କ ସଠିକ୍ ତାଲିକା ଦେବାକୁ ଦାବି କରିଛନ୍ତି । ବିଜେପି କହିଛି ଯେ, ନରେନ୍ଦ୍ର ମୋଦି ସରକାର ପିଏମ କିଷାନ ଯୋଜନାରେ ଓଡ଼ିଶାର ୪୫ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ବ୍ୟବସ୍ଥା କରିଥିଲେ ବି ରାଜ୍ୟ ସରକାର କେନ୍ଦ୍ରକୁ ସଠିକ ତାଲିକା ଦେଉନାହାନ୍ତି । ଏବେ ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ରକୁ ମାତ୍ର ୨୫ ଲକ୍ଷ ଚାଷୀଙ୍କର ଭୂଲେଖ ରେକର୍ଡ ଦେଇଛନ୍ତି । କାଳିଆ ଯୋଜନାରେ ରାଜ୍ୟ ସରକାର ୫୯ ଲକ୍ଷ ଚାଷୀଙ୍କୁ ଅର୍ଥ ପ୍ରଦାନ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି ତାହାଲେ ଓଡ଼ିଶାର ଚାଷୀଙ୍କ ତଥ୍ୟକୁ କେନ୍ଦ୍ର ସରକାରଙ୍କୁ ଦେବାରେ ତାଙ୍କ ହାତ ଥରୁଛି କାହିଁକି? ଓଡିଶା ଚାଷୀ ଉପକୃତ ହେଲେ ରାଜ୍ୟ ସରକାରଙ୍କ ଅସୁବିଧା କାହିଁକି ହେଉଛି? ବାରମ୍ବାର କହିବା ସତ୍ତ୍ୱେ୍ୱ ରାଜ୍ୟ ସରକାର କାହିଁକି ଚାଷୀ ତାଲିକା କେନ୍ଦ୍ର ସରକାରକୁ ଦେଉନାହାନ୍ତି, ତାହା ସାଧାରଣରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଶାସକ ବିଜେଡିର ଚାଷୀମାରଣ ନୀତି ସ୍ପଷ୍ଟ ହୋଇଛି ।

ସେହିପରି ପିଏମ କିଷାନ ଯୋଜନାରେ ପ୍ରଥମ କିସ୍ତିରେ ୪୦ ଲକ୍ଷ ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ମିଳିଥିଲା । ହେଲେ ଚାଷୀମାନଙ୍କର ତଥ୍ୟକୁ ଅପଡେଟ ନକରିବା କାରଣରୁ ଏହି ଯୋଜନାରେ ଏବେ ୨୧ ଲକ୍ଷ ଚାଷୀ ସେମାନଙ୍କର ଆର୍ଥିକ ସହାୟତା ପାଇବାକୁ ସକ୍ଷମ ହେଉଛନ୍ତି । କାହିଁକି ରାଜ୍ୟ ସରକାର ଚାଷୀମାନଙ୍କର ତଥ୍ୟକୁ ଅପଡେଟ୍ କରି କେନ୍ଦ୍ର ସରକାରକୁ ଦେଉନାହାନ୍ତି ତାହା ଏକ ବଡ଼ ପ୍ରଶ୍ନ । ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନିଜେ ସାଧାରଣ ନିର୍ବାଚନକୁ ଦେଖି ୭୫ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ, କିନ୍ତୁ ଏବେ ସୁଦ୍ଧା ୫୯ ଲକ୍ଷ ଚାଷୀଙ୍କୁ ସେହି ଯୋଜନାରେ ଅର୍ଥ ଦିଆଯାଉଛି ବୋଲି ସରକାର କହୁଛନ୍ତି । ତାହେଲେ ବଳକା ୧୬ ଲକ୍ଷ ଚାଷୀଙ୍କୁ କାହିଁକି ବଂଚିତ ରଖାଗଲା । ତା’ଛଡ଼ା ଯଦି କାଳିଆ ଯୋଜନାରେ ୫୯ଲକ୍ଷ ଚାଷୀଙ୍କର ବ୍ୟାଙ୍କ ଆକାଉଂଟ ସହ ସମସ୍ତ ତଥ୍ୟ ଅଛି ତାହାଲେ ତାକୁ କେନ୍ଦ୍ର ପଠାଇବାରେ ଅସୁବିଧା କେଉଁଠି ବୋଲି ବିଜେପି ପ୍ରଶ୍ନ କରିଛି ।

ପିଏମ କିଷାନ ଯୋଜନାରେ ୪୫ ଲକ୍ଷ ଚାଷୀଙ୍କର ସବିଶେଷ ଓ ସମ୍ପୂର୍ଣ୍ଣ ତାଲିକା କେନ୍ଦ୍ର ସରକାର ମାଗିଥିବା ଫର୍ମାଟରେ ଦେଲେ ଓଡ଼ିଶାର ଚାଷୀମାନେ ଉପକୃତ ହେବେ ତଥା ଏହି ତାଲିକା ତୁରନ୍ତ କେନ୍ଦ୍ରକୁ ପଠାଇବାକୁ ବିଜେପି ଦାବି କରିଛି । ବିଜେପି କିଷାନ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ କୃଷି ସଚିବଙ୍କୁ ଭେଟି ଏ ସଂକ୍ରାନ୍ତ ଦାବିପତ୍ର ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story