ଓଡ଼ିଆ ଅସ୍ମିତାକୁ ନେଇ ତେଜିବାରେ ଲାଗିଛି ରାଜନୀତି

  • Published: Tuesday, 30 April 2024
  • , Updated: 30 April 2024, 03:52 PM IST

ଓଡ଼ିଆ ଭାଷା, ଅସ୍ମିତା ଏବଂ ବାହାର ରାଜ୍ୟର ଲୋକ କିଭଳି ଓଡ଼ିଶାରେ କ୍ଷମତା ହଡପ କରିବାକୁ ବସିଛନ୍ତି ବୋଲି ବିଜେପି ପକ୍ଷରୁ ବିଜେଡିକୁ ଆଟାକ ଜାରି ରହିଛି। ଏହାକୁ କାଉଣ୍ଟର କରିବା ପାଇଁ ଦୁଇ ମୁଖପାତ୍ର ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। କହିଲେ, ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ବିଜେପିର ଆବଶ୍ୟକତା ନାହିଁ। ଦେଖନ୍ତୁ ପୂରା ରିପୋର୍ଟ।

Related story