ଓଡ଼ିଶା ପୋଲିସ ବିଲକୁ ନେଇ ଝଡ଼: କୋର୍ଟଙ୍କ ଦ୍ୱାରସ୍ଥ ହେବ ବିଜେପି

ଭୁବନେଶ୍ୱର: ଓଡ଼ିଶା ପୋଲିସ ବିଲ୍ ୨୦୧୫କୁ ନେଇ ଝଡ଼ ସୃଷ୍ଟି ହୋଇଛି । ଯେଉଭଳି ଭାବେ ବିଲକୁ ପାସ କରାଗଲା ତାର ପ୍ରତିବାଦରେ ବିଜେପି କୋର୍ଟର ଦ୍ୱାରସ୍ଥ ହେବ ବୋଲି କହିଛି । ଅନ୍ୟପକ୍ଷେ କଂଗ୍ରେସ ଦଳ ପକ୍ଷରୁ ସରକାରଙ୍କୁ ସମାଲୋଚନା କରାଯାଇଛି । ଏହି ବିଲ ପାସ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ବିରୋଧାଚରଣ କରାଯାଇଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ଷ୍ଟେଟ ସିକ୍ୟୁରିଟି କମିଶନରେ ବିରୋଧୀ ଦଳ ନେତାଙ୍କୁ ସଦସ୍ୟ ରଖାଯାଇ […]

assembly

Rakesh Mallick
  • Published: Friday, 28 August 2015
  • , Updated: 28 August 2015, 03:15 PM IST

ଭୁବନେଶ୍ୱର: ଓଡ଼ିଶା ପୋଲିସ ବିଲ୍ ୨୦୧୫କୁ ନେଇ ଝଡ଼ ସୃଷ୍ଟି ହୋଇଛି । ଯେଉଭଳି ଭାବେ ବିଲକୁ ପାସ କରାଗଲା ତାର ପ୍ରତିବାଦରେ ବିଜେପି କୋର୍ଟର ଦ୍ୱାରସ୍ଥ ହେବ ବୋଲି କହିଛି । ଅନ୍ୟପକ୍ଷେ କଂଗ୍ରେସ ଦଳ ପକ୍ଷରୁ ସରକାରଙ୍କୁ ସମାଲୋଚନା କରାଯାଇଛି । ଏହି ବିଲ ପାସ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ବିରୋଧାଚରଣ କରାଯାଇଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ଷ୍ଟେଟ ସିକ୍ୟୁରିଟି କମିଶନରେ ବିରୋଧୀ ଦଳ ନେତାଙ୍କୁ ସଦସ୍ୟ ରଖାଯାଇ ନ ଯିବାକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି।

Related story