ସ୍ୱାଭାବିକ ହେଲା ଗୃହ, ସୋମବାର ‘ଧାନ’ ଆଲୋଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀ ଓ ଧାନ ବିକ୍ରି ପ୍ରସଙ୍ଗକୁ ନେଇ ଦୁଇଦିନ ଧରି ଅଚଳ ଥିବା ଗୃହ ଆଜି ସ୍ୱାଭାବିକ ହୋଇଛି। ସୋମବାର ଗୃହରେ ଚାଷୀ ଓ ଧାନ ବିକ୍ରି ସମସ୍ୟା ପ୍ରସଙ୍ଗରେ ଆଲୋଚନା ପାଇଁ ସର୍ବଦଳୀୟ ବୈଠକରେ ସହମତି ହେବାପରେ ଗୃହ ସ୍ୱାଭାବିକ ହୋଇଛି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ ପ୍ରଥମାର୍ଦ୍ଧରେ ଚାଲିପାରିନଥିବାବେଳେ ଦ୍ୱିତୀୟାର୍ଦ୍ଧରେ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ତେବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୋମବାର ଗୃହରେ ୨ଘଣ୍ଟା ଆଲୋଚନା ନେଇ ଘୋଷଣା […]

CM

CM

Manoranjan Sial
  • Published: Saturday, 20 February 2021
  • Updated: 20 February 2021, 10:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀ ଓ ଧାନ ବିକ୍ରି ପ୍ରସଙ୍ଗକୁ ନେଇ ଦୁଇଦିନ ଧରି ଅଚଳ ଥିବା ଗୃହ ଆଜି ସ୍ୱାଭାବିକ ହୋଇଛି। ସୋମବାର ଗୃହରେ ଚାଷୀ ଓ ଧାନ ବିକ୍ରି ସମସ୍ୟା ପ୍ରସଙ୍ଗରେ ଆଲୋଚନା ପାଇଁ ସର୍ବଦଳୀୟ ବୈଠକରେ ସହମତି ହେବାପରେ ଗୃହ ସ୍ୱାଭାବିକ ହୋଇଛି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ ପ୍ରଥମାର୍ଦ୍ଧରେ ଚାଲିପାରିନଥିବାବେଳେ ଦ୍ୱିତୀୟାର୍ଦ୍ଧରେ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ତେବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୋମବାର ଗୃହରେ ୨ଘଣ୍ଟା ଆଲୋଚନା ନେଇ ଘୋଷଣା କରିବାପରେ ଗୃହ ସ୍ୱାଭାବିକ ହୋଇଥିଲା। ତେବେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖୁଥିବାବେଳେ ବିରୋଧୀ ଦଳ କକ୍ଷତ୍ୟାଗ କରିଥିଲେ।

ଆଜି ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଚାଷୀ ଓ ଧାନ ବିକ୍ରି ପ୍ରସଙ୍ଗକୁ ନେଇ ଗୃହରେ ଉଭୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ହଟ୍ଟଗୋଳ କରିଥିଲେ। ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ ଦେଖାଇ ହୋ-ହାଲ୍ଲା କରିବା ସହ ମଣ୍ଡିରୁ ଧାନ ଉଠାଇବା ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲେ। କଂଗ୍ରେସ ଏହି ପ୍ରସଙ୍ଗରେ ଗୃହରେ ଏ ସମ୍ପର୍କରେ ଆଲୋଚନା ପାଇଁ ଜିଦ୍ ଧରିଥିବାବେଳେ ବିଜେପି ସଦସ୍ୟମାନେ କେବେ ମଣ୍ଡିରୁ ଧାନ ଉଠିବ ତାହା ନିର୍ଦ୍ଦିଷ୍ଟ ଭାବେ ଜାଣିବାକୁ ଚାହିଁଥିଲେ। ଗୃହକୁ ବାଚସ୍ପତି ପ୍ରଥମେ ସାଢ଼େ ୧୧ଟା ପର୍ଯ୍ୟନ୍ତ ଓ ପରେ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଦ୍ୱିତୀୟାର୍ଦ୍ଧରେ ଗୃହକାର୍ଯ୍ୟ ଆରମ୍ଭ ହେବାପରେ ଅଚଳାବସ୍ଥା ଜାରି ରହିଥିଲା। ସନ୍ଧ୍ୟାରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଅଚଳାବସ୍ଥା ଦୂର କରିଥିଲେ। ଚାଷୀ ଓ ଧାନମଣ୍ଡି ସମସ୍ୟା ପ୍ରସଙ୍ଗରେ ଗୃହରେ ସୋମବାର ୨ଘଣ୍ଟା ଆଲୋଚନା ହେବ ବୋଲି ବାଚସ୍ପତି ଗୃହକୁ ସୂଚନା ଦେବାପରେ ବିରୋଧୀ ଦଳ ସଦସ୍ୟମାନେ ଶାନ୍ତ ପଡ଼ିଥିଲେ। ଏହାପରେ ଗୃହରେ ଅର୍ଥନୀତିକ ସର୍ଭେ ରିପୋର୍ଟ ଆଗତ ହୋଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଥିଲେ। କିନ୍ତୁ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଏହାକୁ ପ୍ରତ୍ୟାଖ୍ୟାନ କରି କକ୍ଷତ୍ୟାଗ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦ଟି ପ୍ରସଙ୍ଗରେ ସୂଚନା ଦେଇ କହିଥିଲେ ଯେ, ଗତ ଏକବର୍ଷ ଧରି ସମଗ୍ର ବିଶ୍ୱ ଅଦ୍ଭୂତପୂର୍ବ ସଙ୍କଟ ମଧ୍ୟ ଦେଇ ଗତି କରୁଛି। ଏହା କେବଳ ଜନସ୍ୱାସ୍ଥ୍ୟ ନୁହେଁ ସମସ୍ତଙ୍କର ଅର୍ଥନୀତି ଓ ଜୀବନଜୀବିକାକୁ ଭୀଷଣ କ୍ଷତି କରିଛି। ପରିସ୍ଥିତିର ଆଗୁଆ ଆକଳନ କରି ସରକାର ଅନେକ ପଦକ୍ଷେପ ନେଇଥିଲେ। ରାଜ୍ୟବାସୀଙ୍କ ସହଯୋଗ ଓ ସମସ୍ତଙ୍କ ସାହାସ ଓ ଦୃଢ଼ ଇଚ୍ଛାଶକ୍ତି ଯୋଗୁ ଏହାର ଫଳପ୍ରଦ ମୁକାବିଲା କରାଯାଇଛି। କୋ

ଭିଡର ପ୍ରଥମ ରୋଗୀ ଓଡ଼ିଶାରେ ଚିହ୍ନଟ ହେବାପୂର୍ବରୁ ସରକାର ଏହାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିଥିଲେ। ଲକଡାଉନ୍ ଘୋଷଣା କରି ଭାଇରସ ସଂକ୍ରମଣକୁ ବହୁ ପରିମାଣରେ ରୋକାଯାଇ ପାରିଥିଲା। ଗରିବଙ୍କୁ ଖାଦ୍ୟ ସାମଗ୍ରୀ, ପେନସନ ଆଦିର ବ୍ୟବସ୍ଥା କରାଯାଇଥିଲା। ସବୁ ବର୍ଗର ଲୋକଙ୍କ ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଇଥିଲେ। ଫାଇଭ-ଟି ନୀତି ତଥା ମୋ ସରକାର କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ସମସ୍ତ ବିଭାଗ ଓ ସବୁ ସରକାରୀ ସେବାରେ ପରିବର୍ତ୍ତନ ଆଣିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ କହିବା ସହ ସରକାରୀ ସେବା ଯୋଗାଣରେ ଦକ୍ଷତା ଓ ଗୁଣବତ୍ତା କ୍ଷେତ୍ରରେ ଆସିଥିବା ପ୍ରଭେଦକୁ ସାଧାରଣ ଲୋକେ ଭଲ ଭାବେ ଉପଲବ୍ôଧ କରୁଛନ୍ତି। ‘ମୋ ସରକାର’ରେ ମିଳୁଥିବା ଫିଡବ୍ୟାକରୁ ଏହା ସ୍ପଷ୍ଟ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଆମେ ଏଭଳି ଏକ ସଶକ୍ତ ଓଡ଼ିଶା ଗଠନ ପାଇଁ ଦୃଢ଼ ଭାବେ ଅଗ୍ରସର ହେଉଛି, ଯାହାକି ଲୋକଙ୍କ ଆଶା-ଆକାଂକ୍ଷାକୁ ପୂରଣ କରିବା ସେମାନଙ୍କୁ ବଡ଼ ସ୍ୱପ୍ନ ଦେଖିବା ଓ ସାମର୍ଥ୍ୟକୁ ସଫଳ ରୂପ ଦେବାରେ ଅମାପ ସୁଯୋଗ ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story