ମମିତା ପ୍ରସଙ୍ଗରେ ଆଲୋଚନାକୁ ଡରୁଛନ୍ତି ସରକାର, ରାଜନୀତି କରୁଛନ୍ତି ମୁଖ୍ୟମନ୍ତ୍ରୀ : କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ମାମଲାରେ ଆଲୋଚନାକୁ ଡରି ସରକାର ଜାଣିଶୁଣି ବିଧାନସଭାକୁ ଅଚଳ କରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ସ୍ମାର୍ଟ କାର୍ଡ ବାଣ୍ଟିବାକୁ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ଓ କଳିଙ୍ଗ ଷ୍ଟାଡ଼ିୟମ ଯାଇ ହକି ଟୁର୍ଣ୍ଣାମେଣ୍ଟରେ ପୁରସ୍କାର ପ୍ରଦାନ କରୁଛନ୍ତି କିନ୍ତୁ ବିଧାନସଭା ଆସୁନାହାନ୍ତି। ଆଉ ଓଲଟା ଭିଡିଓ ବାର୍ତ୍ତା ଦେଇ ବିରୋଧୀ ଦଳ ଗୃହକୁ ଚଳାଇ ଦେଉନି ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି। ଆଜି ଏମିତି କିଛି କଡ଼ା ଭାଷାରେ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ […]

narasingha

narasingha

Ordigital Desk
  • Published: Monday, 06 December 2021
  • Updated: 06 December 2021, 09:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ମାମଲାରେ ଆଲୋଚନାକୁ ଡରି ସରକାର ଜାଣିଶୁଣି ବିଧାନସଭାକୁ ଅଚଳ କରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ସ୍ମାର୍ଟ କାର୍ଡ ବାଣ୍ଟିବାକୁ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ଓ କଳିଙ୍ଗ ଷ୍ଟାଡ଼ିୟମ ଯାଇ ହକି ଟୁର୍ଣ୍ଣାମେଣ୍ଟରେ ପୁରସ୍କାର ପ୍ରଦାନ କରୁଛନ୍ତି କିନ୍ତୁ ବିଧାନସଭା ଆସୁନାହାନ୍ତି। ଆଉ ଓଲଟା ଭିଡିଓ ବାର୍ତ୍ତା ଦେଇ ବିରୋଧୀ ଦଳ ଗୃହକୁ ଚଳାଇ ଦେଉନି ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି। ଆଜି ଏମିତି କିଛି କଡ଼ା ଭାଷାରେ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ କଂଗ୍ରେସ ବର୍ଷିଛି। ଏହାସହିତ ମମିତା ମେହେର ପରିବାର ସଦସ୍ୟଙ୍କ ସହ ବାର୍ତ୍ତାଳାପର ଅନେକ ଅଡ଼ିଓକୁ ବି କଂଗ୍ରେସ ସାର୍ବଜନୀନ କରିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଶାସକ ବିଜେଡି ଏବେ ଦୁର୍ନୀତିଗ୍ରସ୍ତ ଓ ହତ୍ୟାକାରୀଙ୍କ ଆଶ୍ରୟସ୍ଥଳୀ ପାଲଟିଛି । ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ନିଜେ ଦଳୀୟ ରାଜନୀତି କରୁଛନ୍ତି। ଚଳିତ ବିଧାନସଭା ଅଧିବେଶନ ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ଦିନ ଗୃହ କାର୍ଯ୍ୟ ଚାଲିପାରି ନାହିଁ। କଂଗ୍ରେସ ପ୍ରଥମ ଦିନରୁ ମମିତା ଅପହରଣ ଓ ହତ୍ୟା ଘଟଣାରେ ପ୍ରସ୍ତାବ ଓ ମୁଲତବୀ ପ୍ରସ୍ତାବ ଆକାରରେ ଆଲୋଚନା ପାଇଁ ଦେଇଥିଲା। କିନ୍ତୁ ସରକାର ଜାଣିସୁଣି ଗୃହରେ କୌଣସି ସରକାରୀ ବିଜିନେସ ରଖିନାହାନ୍ତି। ଆଉ ଆଲୋଚନା ମଧ୍ୟ କରାଇ ଦେଉନାହାଁନ୍ତି । ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କଲାପରେ ବି ସେ କହିବାକୁ ସୁଯୋଗ ଦେଲେ ନାହିଁ । କଂଗ୍ରେସ ମୁଲତବୀ ପ୍ରସ୍ତାବ ଦେଇଛି କିନ୍ତୁ ସରକାର ମମିତା ପ୍ରସଙ୍ଗକୁ ନେଇ ଏତେ ଭୟଭୀତ ଯେ କିଛି ଶୁଣୁନାହାନ୍ତି କି ଆଲୋଚନାକୁ ଆସୁନାହାନ୍ତି।

ବିରୋଧି ଦଳର ସବୁ ପ୍ରଶ୍ନର ଉତ୍ତର ବିଧାନସଭାରେ ଦିଆଯିବ ବୋଲି ବାହାସ୍ପୋଟ ମାରୁଥିବା ବିଜେଡି ଗୃହ ଭିତରେ ପଛଘୁଂଚା କାହିଁକି ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଗୃହ ଚଳାଇବା ପାଇଁ ବିରୋଧି ଦଳର ନେତାମାନଙ୍କ ସହ ଆଲୋଚନା କରିବା ଗୃହର ନେତାଙ୍କ କର୍ତ୍ତବ୍ୟ ହେଲେ ସେ ପରମ୍ପରା ଭଙ୍ଗ ହୋଇଛି । କିନ୍ତୁ ମମିତା ମେହେର ପ୍ରସଙ୍ଗରେ ସରକାର କାହିଁକି ଡରୁଛନ୍ତି ତାହାର ଉତ୍ତର କଂଗ୍ରେସ ଚାହୁଁଛି । ୧୯୯୯ ମସିହାରେ ଯେଉଁ ଅଞ୍ଜନା ଘଟଣା ଘଟିଥିଲା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସେତେବେଳେ କେନ୍ଦ୍ରମନ୍ତ୍ରୀ ଥାଇ କଟକ ଯାଇ ଥାନାରେ ନିଜର ଦଳୀୟ ସମର୍ଥକଙ୍କ ସହ ଏତଲା ଦେଇଥିଲେ । ସାଧାରଣତଃ କୌଣସି ମନ୍ତ୍ରୀ ଏତଲା ଦେବାପାଇଁ ଥାନାକୁ ଯାଆନ୍ତି ନାହିଁ, କିନ୍ତୁ ନବୀନବାବୁ ସେତେବେଳେ ସେ ଭାରତ ସରକାରଙ୍କ ମନ୍ତ୍ରୀ ବୋଲି ଭୁଲିଯାଇଥିଲେ । ଏବେ ବିରୋଧୀ ଦଳ ସେହି ପ୍ରଶ୍ନ କରୁଥିବାବେଳେ ମୁଖ୍ୟମନ୍ତ୍ରୀ କାହିଁକି ଏହାକୁ ରାଜନୀତିର ନାଁ ଦେଉଛନ୍ତି । ସେହିପରି ଯଦି କରୋନାକୁ ଭୟ କରି ମୁଖ୍ୟମନ୍ତ୍ରୀ ବିଧାନସଭା ଆସୁନାହାନ୍ତି ତା’ହେଲେ ମୁଖ୍ୟମନ୍ତ୍ରୀଙ୍କ ଜୀବନ ଯେତିକି ମୂଲ୍ୟବାନ ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ସମପରିମାଣରେ ସମ୍ମାନ ଦେବା ଉଚିତ । ଏଥିରୁ ଜଣାପଡ଼ୁଛି ମୁଖ୍ୟମନ୍ତ୍ରୀ ଦଳୀୟ ରାଜନୀତି କରୁଛନ୍ତି ବୋଲି ସେ କହିଛନ୍ତି ।

ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ଅଡିଓ ବାର୍ତ୍ତାଳାପରୁ ସ୍ପଷ୍ଟ ହୋଇଛି । କିନ୍ତୁ ପୁଲିସ ଏହି ମାମଲାର ତଥ୍ୟ ପ୍ରମାଣ ନଷ୍ଟ କରିବା ସହ ଷଡ଼ଯନ୍ତ୍ରର ଦିଗ ଉପରେ ଅନୁସନ୍ଧାନ କରୁନାହିଁ । ନରସିଂହ ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ମମିତାଙ୍କ ବଡ଼ବାପା ଓ ଗୋବିନ୍ଦ ସାହୁ ମଧ୍ୟରେ କେତେକ ଅଡିଓ ରେକର୍ଡିଂକୁ ମଧ୍ୟ ଶୁଣାଣିଥିଲେ । ତେବେ ଅପହରଣ ଓ କେମିତି ଅପହରଣ ହେଲା ଏବଂ ତାର ପ୍ରଚ୍ଛଦପଟରେ କେଉଁମାନେ ସଂପୃକ୍ତ ସେ ନେଇ ପୁଲିସ କାହିଁକି ତଦନ୍ତ କରୁନି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି ।

ନରସିଂହ ଆହୁରି ମଧ୍ୟ କହଛନ୍ତି ଯେ, ମମିତା ହତ୍ୟାକାଣ୍ଡ ପରେ ମୁଖ୍ୟମନ୍ତ୍ରୀ ଶୋଇଥିଲେ, ଗୃହରାଷ୍ଟ୍ର ମନ୍ତ୍ରୀ ଲୁଚିଥିଲେ । ମମିତା ହତ୍ୟା କାଣ୍ଡର ସମସ୍ତ ପ୍ରମାଣ ନଷ୍ଟ କରିବାପରେ ଉଭୟ ମୁଖ୍ୟମନ୍ତ୍ରୀ ଓ ଗୃହରାଷ୍ଟ୍ରମନ୍ତ୍ରୀ ସାମନାକୁ ଆସି ଏବେ ବାହାସ୍ପୋଟ ମାରୁଛନ୍ତି । ତେଣୁ ନିରପେକ୍ଷ ତଦନ୍ତ ପାଇଁ ଗୃହମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରି ହାଇକୋର୍ଟର ତତ୍ୱାବଧାନରେ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ଏସଆଇଟି ତଦନ୍ତ କରାଇବା ପାଇଁ କଂଗ୍ରେସ ଦାବି କରୁଛି । ଏସଆଇଟି ତଦନ୍ତ କିପରି ହୁଏ ତାହା ଉତ୍ତର ପ୍ରଦେଶର ଲଖୀମପୁର ଖେରୀ କେସରେ ସୁପ୍ରିମକୋର୍ଟ ଯେଭଳି ତଦନ୍ତ କରୁଛନ୍ତି ତାହାକୁ ମୁଖ୍ୟମନ୍ତ୍ରୀ ଅନୁସରଣ କରନ୍ତୁ ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ରମେଶ ଜେନା, ମହମ୍ମଦ ମୋକିମ, ଅଧିରାଜ ମୋହନ ପାଣିଗ୍ରାହୀ, ସିଏସ ରାଜନ ଏକା ପ୍ରମୁଖ ଉପସ୍ଥିତି ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story