ପୁରୀର ସର୍ବାଙ୍ଗୀନ ବିକାଶ ପାଇଁ ମୋଦି ଦେଇଛନ୍ତି ୧୭୫ କୋଟି: ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି ୧୭୫ କୋଟି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପେଟ୍ରୋଲିୟମ୍‌ ଓ ଇସ୍ପାତ ମନ୍ତ୍ରାଳୟର ସିଏସ୍‌ଆର୍‌ ଅଧୀନରେ ପୁରୀର ୨୭ କୋଟିର ପ୍ରକଳ୍ପ କ୍ରିୟାନ୍ୱୟନ ହୋଇଛି। ଏଥିରେ ପୁରୀବାସୀଙ୍କ ଜୀବନଜୀବିକା ଓ ରୋଜଗାର ବଢାଇବା ଉପରେ ପ୍ରାଥମିକତା ଦିଆଯାଇଛି। ପୁରୀକୁ ଆଧୁନିକ ସହର କରିବାକୁ ସମସ୍ତଙ୍କ ସହଯୋଗ ଦରକାର ବୋଲି ଧର୍ମେନ୍ଦ୍ର କହିଛନ୍ତି। ଶନିବାର ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ବିଧାନସଭାରେ […]

puri

puri

Manoranjan Sial
  • Published: Sunday, 28 February 2021
  • Updated: 28 February 2021, 09:45 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି ୧୭୫ କୋଟି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପେଟ୍ରୋଲିୟମ୍‌ ଓ ଇସ୍ପାତ ମନ୍ତ୍ରାଳୟର ସିଏସ୍‌ଆର୍‌ ଅଧୀନରେ ପୁରୀର ୨୭ କୋଟିର ପ୍ରକଳ୍ପ କ୍ରିୟାନ୍ୱୟନ ହୋଇଛି। ଏଥିରେ ପୁରୀବାସୀଙ୍କ ଜୀବନଜୀବିକା ଓ ରୋଜଗାର ବଢାଇବା ଉପରେ ପ୍ରାଥମିକତା ଦିଆଯାଇଛି। ପୁରୀକୁ ଆଧୁନିକ ସହର କରିବାକୁ ସମସ୍ତଙ୍କ ସହଯୋଗ ଦରକାର ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଶନିବାର ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ବିଧାନସଭାରେ ପାରିତ ହୋଇଛି। ଏହାର ଦିନକ ପରେ ଅର୍ଥାତ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀକ୍ଷେତ୍ର ଯାଇଥିଲେ। ସେ ପ୍ରଥମେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ଶ୍ରୀମନ୍ଦିରର ବିକାଶ ପାଇଁ ନିଜ ଦରମାରୁ ଏକ ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି। ପରେ ସର୍କିଟ ହାଉସରେ ସେବାୟତଙ୍କ ସହ ସେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଏହି ସମୟରେ ସେ ସେବାୟତଙ୍କ ସାମୁହିକ ଓ ବ୍ୟକ୍ତିଗତ ସମସ୍ୟା ଶୁଣିଥିଲେ।

ପରେ ସେ କହିଥିଲେ, ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ବିକାଶମୂଳକ କାର୍ଯ୍ୟ ଓ ଜାତୀୟ ଐତିହ୍ୟ ପ୍ରାଧିକରଣର ବାଇଲକୁ ନେଇ କେତେଜଣ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। କିନ୍ତୁ ସମସ୍ତ ଅନୁଷ୍ଠାନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକୁ ସହଯୋଗ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

https://twitter.com/dpradhanbjp/status/1366050693908361219?s=20

ବୈଠକରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଯୋଗଦେଇଥିଲେ। ଏହି ଅବସରରେ ସେ ପୁରୀରେ କମ୍ୟୁନିଟି ସେଣ୍ଟରର ଲୋକାର୍ପଣ ଓ କଲ୍ୟାଣ ମଣ୍ଡପର ଶିଳାନ୍ୟାସ କରି ପୁରୀର ସର୍ବାଙ୍ଗିନ ବିକାଶ ପାଇଁ ମୋଦି ସରକାର ୧୭୫ କୋଟି ଟଙ୍କା ଦେଇଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story