କେବେ ସୁଧରିବ ବିଜେଡି: କରୋନାରେ ବି ରାଜନୀତି ଆଗ, ଲୋକଙ୍କ ଦୁଃଖ କିଏ ପଚାରେ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ସରକାରୀସ୍ତରରେ ଏହାର ମୁକାବିଲା ପାଇଁ ଜୋରଦାର ପ୍ରୟାସ ଜାରି ରହିଛି । ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ପରିସ୍ଥିତିର ଗମ୍ଭୀରତାକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଗଣମାଧ୍ୟମରେ କୋଭିଡ୍ ପାଇଁ ସଚେତନତା ସୃଷ୍ଟି ଓ ଲୋକଙ୍କୁ ସତର୍କତା ଅବଲମ୍ବନ ପାଳନ ନିମନ୍ତେ ହାତଯୋଡ଼ି ଅନୁରୋଧ କରୁଛନ୍ତି। କିନ୍ତୁ ଏସବୁର ପ୍ରଭାବ ତାଙ୍କ ଦଳ ବିଜେଡିର ନେତୃବୃନ୍ଦ କିମ୍ବା ନିର୍ବାଚିତ ପ୍ରତିନିଧିମାନଙ୍କୁ ପ୍ରଭାବିତ କରିପାରିନି। କୋଭିଡ୍ […]

Kusum Tete

Kusum Tete

Ordigital Desk
  • Published: Wednesday, 28 April 2021
  • Updated: 28 April 2021, 10:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ସରକାରୀସ୍ତରରେ ଏହାର ମୁକାବିଲା ପାଇଁ ଜୋରଦାର ପ୍ରୟାସ ଜାରି ରହିଛି । ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ପରିସ୍ଥିତିର ଗମ୍ଭୀରତାକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଗଣମାଧ୍ୟମରେ କୋଭିଡ୍ ପାଇଁ ସଚେତନତା ସୃଷ୍ଟି ଓ ଲୋକଙ୍କୁ ସତର୍କତା ଅବଲମ୍ବନ ପାଳନ ନିମନ୍ତେ ହାତଯୋଡ଼ି ଅନୁରୋଧ କରୁଛନ୍ତି। କିନ୍ତୁ ଏସବୁର ପ୍ରଭାବ ତାଙ୍କ ଦଳ ବିଜେଡିର ନେତୃବୃନ୍ଦ କିମ୍ବା ନିର୍ବାଚିତ ପ୍ରତିନିଧିମାନଙ୍କୁ ପ୍ରଭାବିତ କରିପାରିନି। କୋଭିଡ୍ ବିପତ୍ତି ସମୟରେ ନିଜ ଅଂଚଳରେ ସାଧାରଣ ଲୋକଙ୍କ ସେବା ପରିବର୍ତ୍ତେ ବିଜେଡି ନେତାମାନେ ନିଜ ନିଜର ରାଜନୀତିକ ପତିଆରା ପ୍ରଦର୍ଶନ କରିବାରେ ବ୍ୟସ୍ତ ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବିଜେପି ବିଧାୟିକା କୁସୁମ ଟେଟେ ନିଜ ଅଂଚଳରେ କୋଭିଡ୍ ରୋଗୀ ଓ ସେମାନଙ୍କ ପରିଜନ ନିମନ୍ତେ ଖାଦ୍ୟପେୟର ବନ୍ଦୋବସ୍ତ କରିବାଠୁ ଆରମ୍ଭ କରି ବିଭିନ୍ନ ସ୍ଥାନକୁ ସାନିଟାଇଜ୍ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ବିଜେଡିର ନେତ୍ରୀମାନେ ଏବେ ପିପିଲିଠୁ ଆରମ୍ଭ କରି ନିଜ ନିଜ ଅଂଚଳରେ ରାଜନୀତିକ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବାବେଳେ ବିଧାୟିକା କୁସୁମ ଟେଟେଙ୍କଠୁ ଅନ୍ତତଃପକ୍ଷେ କିଛି ଶିଖିବାର ଆବଶ୍ୟକତା ଥିବା ସାଧାରଣରେ ଚର୍ଚ୍ଚା।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ମହାମାରୀ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ସ୍ଥିତି ଖରାପ ହେଉଥିବାରୁ ରାଜ୍ୟ ସରକାର ସେଠାକୁ ସ୍ୱତନ୍ତ୍ର ଅଫିସରମାନଙ୍କୁ ପଠାଇ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । କୋଭିଡ୍ ପରିସ୍ଥିତି ଖରାପ ହେଉଥିବାବେଳେ ଅଧିକାଂଶ ନିର୍ବାଚିତ ଲୋକପ୍ରତିନିଧି(ବିଧାୟକ ଓ ସାଂସଦମାନେ) ଏବେ ଅଜ୍ଞାତବାସରେ ରହିଛନ୍ତି। ଆଉ ଯେଉଁ କିଛି ନେତା ଆଗକୁ ଆସୁଛନ୍ତି ସେମାନେ କୋଭିଡ୍ ମୁକାବିଲାରେ ସାଧାରଣ ଲୋକଙ୍କୁ ସହଯୋଗ କରିବା ପରିବର୍ତ୍ତେ ନିଜ ନିଜ ଅଂଚଳରେ କିଭଳି ରାଜନୀତିକ ପତିଆରା ବଢ଼ିବ ତା’ଉପରେ ଫୋକସ୍ କରିବାରେ ଲାଗିଛନ୍ତି। ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଗତ ଶନିବାର ସାପ୍ତାହିକ ଶଟଡାଉନରେ ବି କରୋନା ରେଡ୍ ଜୋନରେ ଥିବା ବରଗଡ଼ ଜିଲ୍ଲାର ଅତାବିରା ନିର୍ବାଚନମଣ୍ଡଳୀରେ ଶହ ଶହ ଲୋକଙ୍କୁ ଏକଜୁଟ କରି ବିଭିନ୍ନ ସଭାସମିତି କରିବା ସହ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦଘାଟନ କରି ରାଜନୀତିକ ପତିଆରା ପ୍ରଦର୍ଶନ କରିଥିଲେ । କୋଭିଡ୍ ମହାମାରୀବେଳେ ସାଧାରଣ ଲୋକଙ୍କ ଜୀବନକୁ ବିପଦରେ ପକାଇ ଶ୍ରୀମତୀ ଛୁରିଆ ଏଭଳି କାର୍ଯ୍ୟକ୍ରମ କରିଥିଲେ ମଧ୍ୟ ତାଙ୍କୁ ଜିଲ୍ଲା ପ୍ରଶାସନ ବାରଣ କରିନଥିଲା। ସରକାରଙ୍କ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରିଥିବା ତଥା ତାଙ୍କର ଏଭଳି ତ୍ରୁଟିକୁ ଗଣମାଧ୍ୟମ ଉଜାଗର କରିବା ପରେ ମଧ୍ୟ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ବି ହେଲାନି। ଅନୁରୂପ ଭାବେ କବିସୂର୍ଯ୍ୟନଗର ବିଜେଡି ବିଧାୟିକା ଲତିକା ପ୍ରଧାନ ମଧ୍ୟ ନିଜର ରାଜନୀତିକ ପତିଆରା ଦେଖାଇବାକୁ ଗଞ୍ଜାମ ଭଳି ସଂକ୍ରମଣ ବୃଦ୍ଧି ଆଶଙ୍କା ଥିବା ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ରାଜନୀତିକ ମିଶ୍ରଣ ପର୍ବ କରିବାରେ ଲାଗିଛନ୍ତି।

ଅନ୍ୟପକ୍ଷରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ କୋଭିଡ୍ ରୋଗୀ ଓ ପରିଜନଙ୍କ ସୁବିଧା ନିମନ୍ତେ ଆଗେଇ ଆସିଛନ୍ତି । ସେ ସୁନ୍ଦରଗଡ଼ସ୍ଥିତ ଏନଟିପିସି କୋଭିଡ୍ ମେଡିକାଲ ସମ୍ମୁଖରେ କୋଭିଡ୍ ରୋଗୀଙ୍କ ପରିଜନ ନିମନ୍ତେ ଖାଇବାର ବନ୍ଦୋବସ୍ତ ସହ ସ୍ୱଚ୍ଛ ପାନୀୟ ଜଳ ମଧ୍ୟ ମାଗଣାରେ ଯୋଗାଇ ଦେଉଛନ୍ତି। ଏପରିକି ସେ ତାଙ୍କ ନିର୍ବାଚନମଣ୍ଡଳୀର ବହୁ ସ୍ଥାନରେ ଗାଡ଼ି ଯୋଗେ ସାନିଟାଇଜେସନ୍ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସୁନ୍ଦରଗଡ଼ ସଦର ବ୍ଲକର ରୂପଡିହି, ଜପାଙ୍ଗ, କିରେଇ ସମେତ ସହରରେ ଥିବା ଶଶ୍ମାନ ଓ କୋଭିଡ୍ ସେଣ୍ଟରରେ ଟ୍ୟାଙ୍କର ଯୋଗେ ସାନିଟାଇଜେସନ୍ କାର୍ଯ୍ୟ କରିଛନ୍ତି । କୋଭିଡ୍ ବିପତ୍ତିବେଳେ ବିଧାୟିକା ଶ୍ରୀମତୀ ଟେଟେଙ୍କ ଏଭଳି ମାନବୀୟ ସହାୟତାକୁ ସାଧାରଣରେ ପ୍ରଶଂସା କରାଯାଉଥିବାବେଳେ ବିଜେଡି ନେତ୍ରୀମାନେ ସୋସିଆଲ ମିଡିଆରେ ନିଜ ନିଜର ରାଜନୀତିକ କାର୍ଯ୍ୟକ୍ରମର ଫଟୋ ଛାଡ଼ିବାରେ ବ୍ୟସ୍ତ।

[caption id="attachment_639423" align="aligncenter" width="650"]latika-pradhan ବିଜେଡି ବିଧାୟିକା ଲତିକା ପ୍ରଧାନ[/caption]

ବିଜେଡି ଏବେ ଏକ କୋଟି ସଦସ୍ୟଙ୍କ ଦଳ ବୋଲି ଦାବି କରୁଥିବାବେଳେ ସେଥିରେ ପ୍ରାୟ ୪୦ ପ୍ରତିଶତ ମହିଳା ହେବେ। ଆଉ ଦଳର ଆଗଧାଡ଼ିରେ ୪୦-୫୦ଜଣ ମହିଳା(ବିଧାୟିକା ଓ ସାଂସଦଙ୍କୁ ମିଶାଇ) ଥିବାବେଳେ ସାଧାରଣ ଲୋକଙ୍କ ସେବା ନିମନ୍ତେ ସେମାନେ ଅନ୍ତତଃପକ୍ଷେ ଶ୍ରୀମତୀ ଟେଟେଙ୍କଠୁ କିଛି ଶିଖିବାର ଆବଶ୍ୟକତା ରହିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟରେ ୧୮ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନଙ୍କ ପାଇଁ ମାଗଣା ଟିକାକରଣ ନିମନ୍ତେ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ମହଲରୁ ସହାୟତାର ସୁଅ ଛୁଟିଛି। ଅଥଚ ୨୦ବର୍ଷ ଧରି କ୍ଷମତାରେ ରହି ଅର୍ଥ ଓ ବିଳାସରେ ବୁଡ଼ିଥିବା ବିଜେଡି ନେତାମାନେ ଏ ଦିଗରେ ସହଯୋଗର ହାତ ବଢ଼ାଇବାକୁ ଆଗେଇ ଆସିବାକୁ ବି କୁଣ୍ଟାବୋଧ କରୁଛନ୍ତି। ଜଣେ-ଦୁଇଜଣ ବିଜେଡି ନେତାମାନଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଆର୍ଥିକ ସହଯୋଗ ତ ଦେବା ଦୂରର କଥା ଓଲଟା କରୋନା ସଂକ୍ରମଣ ବ୍ୟାପିବାର କାରଣ ପାଲଟିଛନ୍ତି। ବିଜେଡି ନେତାମାନଙ୍କର ଏଭଳି ମାନସିକତା ହିଁ ସେମାନଙ୍କର ରାଜ୍ୟର ସାଧାରଣ ଲୋକଙ୍କ ପ୍ରତି ଥିବା ଆନ୍ତରିକତାକୁ ପଦାରେ ପକାଇଛି ବୋଲି ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story