ବିଜେଡିର ଆଗତ ଚଢେଇକୁ ବେସର ବଟା ଫର୍ମୁଲା !

  • Published: Sunday, 28 January 2024
  • , Updated: 28 January 2024, 11:39 AM IST

ବିଜେଡିର ଆଗୁଆ ଫର୍ମୁଲାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଚର୍ଚ୍ଚା ହେଲା ରାମ ମନ୍ଦିରକୁ କାଉଣ୍ଟର କରିବା ପାଇଁ ବିଜେଡିର ପରିକ୍ରମା ପ୍ରକଳ୍ପ। ଏପରିକି ପ୍ରକଳ୍ପ କାମ ଶେଷ ନ ହେଉଣୁ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେଲା। ରାମ ମନ୍ଦିର ଉଦଘାଟନ ଉତ୍ସବ 22 ତାରିଖରେ ଥିବା ବେଳେ ପରିକ୍ରମାର ଲୋକାର୍ପଣ ଉତ୍ସବ 17 ତାରିଖରେ ସାରିଦେଲେ ସରକାର। ବିଜେଡି ଭାବିଥିଲା ରାମମନ୍ଦିର ପୂର୍ବରୁ ଓଡ଼ିଶାରେ ପରିକ୍ରମା ପ୍ରକଳ୍ପ କରି ଏହାର ଫାଇଦା ନେବ ବୋଲି । ଦେଖନ୍ତୁ ପୂରା ରିପୋର୍ଟ। 

Related story