ଆମ୍ବ ଟାକୁଆ ଖାଇ ଦୁଇ ନୀରିହ ଆଦିବାସୀ ପ୍ରାଣ ହରାଇବା ପରେ, ଏବେ ବିରୋଧୀଙ୍କ ହାତରେ ସରକାର ବିରୋଧରେ ବଡ଼ ଅସ୍ତ୍ର ଲାଗି ଯାଇଛି। ଟିକିଏ ସୁଯୋଗ ପାଇଲେ ସରକାରଙ୍କୁ ଟାର୍ଗେଟ କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି ବରୋଧୀ। ୨୪ ବର୍ଷ ପରେ କ୍ଷମତାରୁ ହଟିବା ପରେ ଗଣମାଧ୍ୟମ ସାମ୍ନରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ।