ଭୁବନେଶ୍ୱର ଉତ୍ତରରୁ ଲଢିବେ ପ୍ରିୟଦର୍ଶୀ

ବିଜେଡି ଛାଡ଼ି ବିଜେପିରେ ମିଶିଥିବା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ଭୁବନେଶ୍ୱର ଉତ୍ତରରୁ ଟିକେଟ ମିଳିଛି।

Manoj Swain
  • Published: Tuesday, 02 April 2024
  • Updated: 02 April 2024, 04:15 PM IST

Sports

Latest News

୨୦୨୪ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ପ୍ରାର୍ଥୀ ଘୋଷଣା କରିଛି। ଦଳ ପ୍ରଥମ ପର୍ଯ୍ୟାୟରେ ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବିଜେଡି ଛାଡ଼ି ବିଜେପିରେ ମିଶିଥିବା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ଭୁବନେଶ୍ୱର ଉତ୍ତରରୁ ଟିକେଟ ମିଳିଛି। ବିଧାନସଭା ପ୍ରାର୍ଥୀ ନାଁ ଘୋଷଣା ପରେ କ’ଣ କହୁଛନ୍ତି ପ୍ରିୟଦର୍ଶୀ ମିଶ୍ର ଶୁଣନ୍ତୁ.....

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos