ରେଞ୍ଜ ରୋଭର ଦୁର୍ଘଟଣା; ମୃତ ଯୁବତୀଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଦାବି

  • Published: Sunday, 05 November 2023
  • , Updated: 05 November 2023, 06:52 PM IST

ଭୁବନେଶ୍ୱରରେ ରେଞ୍ଜ ରୋଭର ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ୫୦ ଲକ୍ଷର କ୍ଷତିପୂରଣ ଦାବି କଲା ବିଜେପି । କ୍ଷତିପୂରଣ ସହ ଗିରଫ ଦାବି କଲେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର । କ୍ଷତିପୂରଣ ରାଶି ପୂର୍ବତନ ମନ୍ତ୍ରୀଙ୍କ ପୁଅଙ୍କ ଠାରୁ ଆଦାୟ କରାଯାଉ ।

Related story