ସମ୍ବଲପୁରରେ ନିର୍ବାଚନ ଏକ ପାଖିଆ ହେବ; ପ୍ରଶାନ୍ତ

ସମ୍ବଲପୁରରେ ମୁହାଁମୁହିଁ ହେବେ ଧର୍ମେନ୍ଦ୍ର-ପ୍ରଣବ ।

Manoj Swain
  • Published: Friday, 29 March 2024
  • Updated: 29 March 2024, 05:36 PM IST

Sports

Latest News

ଆସନ୍ତା ସାଧାରଣ ନିର୍ବାଚନ ଲାଗି ସରଗରମ ହୋଇଛି ଓଡ଼ିଶାର ରାଜନୈତିକ ମାହୋଲ। ସମ୍ବଲପୁରରେ ମୁହାଁମୁହିଁ ହେବେ ଧର୍ମେନ୍ଦ୍ର-ପ୍ରଣବ। ବିଜେଡିର ସମ୍ବଲପୁର ଲୋକସଭା ପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ ଟିକେଟ୍ ମିଳିବା ପରେ କିଛି ଏମିତି କହିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos