‘ମୁଖ୍ୟମନ୍ତ୍ରୀ ଭାବୁଛନ୍ତି ସରପଞ୍ଚଙ୍କ ସହ ଆଲୋଚନା କଲେ କିଛି ଲାଭ ନାହିଁ’ 

  • Published: Monday, 09 October 2023
  • , Updated: 09 October 2023, 05:37 PM IST

୧୮ ଦିନ ହେଲାଣି ରାଜରାସ୍ତାରେ ସରପଞ୍ଚ ଏବଂ ସମିତି ସଭ୍ୟ। ଆଜି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ସରପଞ୍ଚ ମାନଙ୍କୁ ଭେଟି ତାଙ୍କ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି । ବିଧାନସଭାରେ ଏ ବିଷୟରେ ଆଲୋଚନା କରିବା ପାଇଁ ଅନୁମତି ଦେଲେ ନାହିଁ ବୋଲି କହିଲେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ।

Related story