ମାମଲା ପ୍ରତ୍ୟାହାର ପାଇଁ ପୀଡ଼ିତାଙ୍କୁ ଧମକ ଦେଲେ ବଦ୍ରିନାରାୟଣଙ୍କ ପୁଅ

ଆନନ୍ଦପୁର(ମୁନ୍ନା ସିଂ): ପୂର୍ବତନମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। ଅସଦାଚରଣର ଶିକାର ହୋଇଥିବା ଜଣେ ପୀଡ଼ିତାଙ୍କୁ ମାମଲା ପ୍ରତ୍ୟାହାର କରିବାକୁ ଚାପ ପକାଉଥିବା ଅଭିଯୋଗ ହୋଇଛି। ବିଧାୟକଙ୍କ ପୁଅ ଦେବାଶିଷ ପାତ୍ରଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ ପୀଡ଼ିତା। ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଜଣେ ଯୁବକ ଅସଦାଚରଣ କରିଥିବା ନେଇ ଯୁବତୀ ଜଣକ ଥାନାରେ ଲିଖିତ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ […]

Badri Narayan Patra

Badri Narayan Patra

Manoranjan Sial
  • Published: Wednesday, 16 June 2021
  • Updated: 16 June 2021, 04:37 PM IST

Sports

Latest News

ଆନନ୍ଦପୁର(ମୁନ୍ନା ସିଂ): ପୂର୍ବତନମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। ଅସଦାଚରଣର ଶିକାର ହୋଇଥିବା ଜଣେ ପୀଡ଼ିତାଙ୍କୁ ମାମଲା ପ୍ରତ୍ୟାହାର କରିବାକୁ ଚାପ ପକାଉଥିବା ଅଭିଯୋଗ ହୋଇଛି। ବିଧାୟକଙ୍କ ପୁଅ ଦେବାଶିଷ ପାତ୍ରଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ ପୀଡ଼ିତା।

ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଜଣେ ଯୁବକ ଅସଦାଚରଣ କରିଥିବା ନେଇ ଯୁବତୀ ଜଣକ ଥାନାରେ ଲିଖିତ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ଯୁବକ ସୁଜିତ ଜେନାଙ୍କୁ ଗିରଫ କରିଥିଲା। ତେବେ ଏହି ଘଟଣାରେ ମାମଲା ପ୍ରତ୍ୟାହାର କରିବାକୁ ଘସିପୁରା ବିଧାୟକଙ୍କ ପୁଅ ଦେବାଶିଷ ପାତ୍ର ପୀଡ଼ିତା ଓ ତାଙ୍କ ପରିବାର ଉପରେ ଚାପ ପକାଉଥିବା ଅଭିଯୋଗ କରିଛନ୍ତି ପୀଡ଼ିତା। ଦେବାଶିଷ ପୀଡ଼ିତାଙ୍କ ଘରକୁ ଯାଇ ମାମଲା ପ୍ରତ୍ୟାହାର କରିବାକୁ କହୁଥିବା ଅଡ଼ିଓ ଏବେ ଭାଇରାଲ ହୋଇଛି।

ଅଡ଼ିଓରେ ଦେବାଶିଷ ପାତ୍ର ପୀଡ଼ିତା ଓ ତାଙ୍କ ପରିବାରକୁ ଆଇନ ପାଠ ପଢାଇବା ସହ କେମିତି ମାମଲା ହେଲେ ନିଜେ ଝିଅ ଅସୁବିଧାରେ ପଡ଼ିବ ବୋଲି କହି ଡ଼ରାଉଛନ୍ତି। ଏହା ପରେ ମଧ୍ୟ ପୀଡ଼ିତା ନ୍ୟାୟ ପାଇଁ ଲଢେଇ କରିବେ ବୋଲି କହିଛନ୍ତି। ଅନ୍ୟପଟେ ମାମଲା ପ୍ରତ୍ୟାହାର କରିବାକୁ ରାଜି ନହେବାରୁ ମଙ୍ଗଳବାର  ରାତିରେ ୪ରୁ ୫ ଜଣ ଯୁବକ ପୀଡ଼ିତାଙ୍କ ଘରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।

ତେବେ ପୀଡ଼ିତାଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦେବାଶିଷ। ରାଜନୈତିକ ଦଳ ମୋ ବିରୋଧରେ ଏଭଳି ଅପପ୍ରଚାର କରୁଥିବା ସେ ପାଲଟା ଅଭିଯୋଗ କରିଛନ୍ତି ଦେବାଶିଷ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story