ଚାଷୀଙ୍କୁ ରାଜ୍ୟ ସରକାର ୫୦୦ ଟଙ୍କା ବୋନସ୍ ଦିଅନ୍ତୁ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କୁ ଧାନ ଏମଏସପି କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା ଦେବା ପାଇଁ ଆଜି ପୁଣିଥରେ ରାଜ୍ୟ କୃଷିମନ୍ତ୍ରୀ ଦାବି କରିବା ପରେ ବିଜେପି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି। ରାଜ୍ୟ ସରକାର ତୁରନ୍ତ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୫୦୦ଟଙ୍କା ବୋନସ୍ ଦିଅନ୍ତୁ ବୋଲି ବିଜେପି ଦାବି କରିଛି। ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାର ଧାନର ଏମଏସପି ପାଇଁ […]

pradeep-purohit

pradeep-purohit

Ordigital Desk
  • Published: Friday, 11 June 2021
  • Updated: 11 June 2021, 08:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କୁ ଧାନ ଏମଏସପି କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା ଦେବା ପାଇଁ ଆଜି ପୁଣିଥରେ ରାଜ୍ୟ କୃଷିମନ୍ତ୍ରୀ ଦାବି କରିବା ପରେ ବିଜେପି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି। ରାଜ୍ୟ ସରକାର ତୁରନ୍ତ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୫୦୦ଟଙ୍କା ବୋନସ୍ ଦିଅନ୍ତୁ ବୋଲି ବିଜେପି ଦାବି କରିଛି।

ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାର ଧାନର ଏମଏସପି ପାଇଁ କ୍ୱିଣ୍ଟାଲ ପିଛା ୧୯୪୦ଟଙ୍କା ଧାର୍ଯ୍ୟ କରିଛନ୍ତି। ଚାଷୀମାନେ ଏହି ୧୯୪୦ ଟଙ୍କା ଏମଏସପି କିପରି ପାଇବ ତା’ର ଉତ୍ତରଦାୟିତ୍ୱ ରାଜ୍ୟ ସରକାର ନିଅନ୍ତୁ। ସରକାର ନିଜେ କାହିଁକି ଧାନ କିଣୁନାହାନ୍ତି ଓ ମିଲରମାନଙ୍କ ଉପରେ ଏତେ ନିର୍ଭରଶୀଳ କାହିଁକି ବୋଲି ବିଜେପି ପ୍ରଶ୍ନ କରିଛି। ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ଯେ, ମିଲରଙ୍କ ସହ ସଲାସୁତୁରା ହୋଇ କଟନୀଛଟନୀ ପାଇଁ ରାଜ୍ୟ ସରକାର ନିଜେ ବାଟ ଖୋଲିଛନ୍ତି।

ମିଲରଙ୍କ ସହ କୃଷିମନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ରହିଛି । ଚାଷୀଙ୍କୁ ଶୋଷି ବିଜେଡି ନିଜର ପାଣ୍ଠି ବଢ଼ାଉଛି। ଚାଷୀଙ୍କ ୩୦୦କୋଟି ଟଙ୍କା ବିଜେଡି ପାର୍ଟି ଫଣ୍ଡକୁ ଯାଉଛି। କେନ୍ଦ୍ର ସରକାରଙ୍କୁ ଏମଏସପି ବୃଦ୍ଧି ପାଇଁ କହିବା ବଦଳରେ ରାଜ୍ୟ ସରକାର ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୫୦୦ଟଙ୍କା ବୋନସ ଦିଅନ୍ତୁ ବୋଲି ଶ୍ରୀ ପୁରୋହିତ ଦାବି କରିଛନ୍ତି। ରାଜ୍ୟ ସରକାର ବରଗଡ଼ର ସୋହେଲାରେ ଚାଷୀଙ୍କୁ ବୋନସ୍ ଦେବା ପାଇଁ ଘୋଷଣା କରିଥିବା ସତ୍ତ୍ୱେ କାହିଁକି ଦେଲେନି ବୋଲି ବିଜେପି ପ୍ରଶ୍ନ କରିଛି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଗତ ୨ଦିନ ତଳେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୧୯୪୦ଟଙ୍କାକୁ ବୃଦ୍ଧି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story