ପୌରସଂସ୍ଥାରେ ଅମଲାତନ୍ତ୍ରୀଙ୍କ ଶାସନ ଆଉ କେତେଦିନ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପୌରସଂସ୍ଥାରେ ଅମଲାତନ୍ତ୍ରୀଙ୍କ ଶାସନ ଆଉ କେତେଦିନ ? କେବେ ହେବ ନିର୍ବାଚନ? କେବେ ଫେରିବ ଲୋକ ପ୍ରତିନିଧିଙ୍କ ଶାସନ? ପ୍ରଥମେ ଆଇନତ ଦ୍ୱନ୍ଦ୍ୱ ଆଉ ତାପରେ କୋଭିଡ୍ ମହାମାରୀକୁ ଆଳ ? ଘୁଞ୍ଚି ଘୁଞ୍ଚି ଚାଲିଛି ପୌର ନିର୍ବାଚନ ପଦ୍ମ। ଏସବୁ ପରେ ଆଜି ନଗର ଉନ୍ନୟନ ମନ୍ତ୍ରୀ ପୁଣି କହିଛନ୍ତି ଖୁବ୍ ଶୀଘ୍ର ହେବ ନିର୍ବାଚନ । କୋର୍ଟଙ୍କ ନିର୍ଦ୍ଦେଶ ମାନି ୫୦ ପ୍ରତିଶତ ଭିତରେ କିଭଳି ସଂରକ୍ଷଣ ସୀମିତ ରହିବ ସେନେଇ […]

election9

election9

Tapas Behera
  • Published: Thursday, 04 March 2021
  • Updated: 04 March 2021, 08:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପୌରସଂସ୍ଥାରେ ଅମଲାତନ୍ତ୍ରୀଙ୍କ ଶାସନ ଆଉ କେତେଦିନ ? କେବେ ହେବ ନିର୍ବାଚନ? କେବେ ଫେରିବ ଲୋକ ପ୍ରତିନିଧିଙ୍କ ଶାସନ? ପ୍ରଥମେ ଆଇନତ ଦ୍ୱନ୍ଦ୍ୱ ଆଉ ତାପରେ କୋଭିଡ୍ ମହାମାରୀକୁ ଆଳ ? ଘୁଞ୍ଚି ଘୁଞ୍ଚି ଚାଲିଛି ପୌର ନିର୍ବାଚନ ପଦ୍ମ।

ଏସବୁ ପରେ ଆଜି ନଗର ଉନ୍ନୟନ ମନ୍ତ୍ରୀ ପୁଣି କହିଛନ୍ତି ଖୁବ୍ ଶୀଘ୍ର ହେବ ନିର୍ବାଚନ । କୋର୍ଟଙ୍କ ନିର୍ଦ୍ଦେଶ ମାନି ୫୦ ପ୍ରତିଶତ ଭିତରେ କିଭଳି ସଂରକ୍ଷଣ ସୀମିତ ରହିବ ସେନେଇ ବ୍ୟବସ୍ଥା ହେଉଛି । ଏପଟେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ କହିଛନ୍ତି ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାମ ରାଜ୍ୟ ସରକାରଙ୍କର ସରକାର ରିପୋର୍ଟ ଦେବା ପରେ ଭୋଟର ତାଲିକା ପ୍ରସ୍ତୁତ କରି ନିର୍ବାଚନ କରିବୁ।

ତେବେ କଣ ସେହି ସଂରକ୍ଷଣ ଅଡୁଆ ?  ପୂର୍ବରୁ ପୌର ନିର୍ବାଚନରେ ବିଭିନ୍ନ ବର୍ଗ ପାଇଁ ସମୁଦାୟ ୬୪ ପ୍ରତିଶତ ଆସନ ସଂରକ୍ଷିତ ରହୁଥିଲା । ତେବେ ହାଇକୋର୍ଟ ସମୁଦାୟ ସଂରକ୍ଷଣକୁ ୫୦ ପ୍ରତିଶତରେ ସୀମିତ ରହିବାକୁ ନିର୍ଦ୍ଦେଶ ଦେବା ପରେ ଆଇନ୍‌ଜାଲରେ ଛନ୍ଦି ହୋଇଗଲା ପୌର ସଂରକ୍ଷଣ ବ୍ୟବସ୍ଥା । ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ରାଜ୍ୟ ସରକାର। ହେଲେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାଏମ୍ ରଖିବା ପରେ ଆଇନଗତ ଦ୍ୱନ୍ଦ୍ୱ ବି ଆଉ ନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ହେଲେ ସରକାରଙ୍କୁ ପୌର ଆଇନକୁ ସଂଶୋଧନ କରି ବିଧାନସଭାରେ ପାସ୍ କରାଇବାକୁ ପଡ଼ିବ ଏବଂ ଏହାପରେ ଓ୍ୱାର୍ଡର ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ ହେଲା ପରେ ଯାଇ ନିର୍ବାଚନ ହେବ । ହେଲେ ଆଇନଗତ ଦ୍ୱନ୍ଦ୍ୱ ଦୂର ସତ୍ତ୍ୱେ କାହିଁକି ଦୁଇବର୍ଷରୁ ଅଧିକ କାଳ ନିର୍ବାଚନକୁ ଝୁଲାଇ ରଖିଛନ୍ତି ସରକାର? ଏନେଇ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ।

ଗୋଟିଏ ପଟେ ପୌରାଞ୍ଚଳ ଭୋଟରଙ୍କୁ ହାତରେ ରଖିବାକୁ ସରକାର ନୂଆ ନୂଆ ଯୋଜନା ଆଣିବା ସହ ଓ୍ୱାଡୱାରି ବିକାଶମୂଳକ କାମ ଉପରେ ଜୋର୍ ଦେଉଛନ୍ତି । ଆଉ ଅନ୍ୟପଟେ ପ୍ରକ୍ରିୟା ଆରମ୍ଭ କରୁଥିବା କହି ନିର୍ବାଚନ ବଲ୍ ବି ଗଡ଼ା ଚାଲିଛି । ଏପରିସ୍ଥିତିରେ ପୌର ନିର୍ବାଚନ କେବେ ହେଉଛି ଏବେ ତାଉପରେ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story