14-7ରୁ କାହାର କେଉଁ ଆସନ?

  • Published: Friday, 08 March 2024
  • , Updated: 08 March 2024, 03:26 PM IST

ଲାଗୁଛି ଆଉ କେଇ ଘଣ୍ଟାର ଅପେକ୍ଷା ପରେ ସ୍ପଷ୍ଟ ହୋଇଯିବ କେଉଁ ଆସନରେ କିଏ ଲଢିବ ଏବଂ ବିଜେପି -ବିଜେଡି ମଧ୍ୟରେ ମେଣ୍ଟ ହେଉଛି କି ନାହିଁ । ମିଳିଥିବା ସୂଚନା ଅନୁଯାୟୀ ବିଜେପି 14ଟି ଆସନରେ ଲଢୁଥିବା ବେଳେ ବିଜେଡି ଲଢିବ 7ଟି ଆସନରେ ! ଦେଖନ୍ତୁ ପୂରା ରିପୋର୍ଟ।

Related story