୪ ମହିଳାଙ୍କୁ ବିଧବା କାହିଁକି କରାଗଲା ? ପ୍ରଶ୍ନ କଲେ ଡି.ପୁରନ୍ଦେଶ୍ୱରୀ

ସାଲେପୁର(ଓଡ଼ିଶା ରିପୋର୍ଟର): ମାହାଙ୍ଗାରେ ବିଜେପି ମହିଳା ସମାବେଶରେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଯୋଗ ଦେଇ ବିଜେଡି ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ବିଜୁ ଜନତା ଦଳ ମହିଳାଙ୍କୁ କେବଳ ଭୋଟ ଦୃଷ୍ଟିକୋଣରୁ ଦେଖୁଛି। ଭାରତୀୟ ଜନତା ପାର୍ଟି ମହିଳାଙ୍କୁ ଭୋଟ ନୁହେଁ, ସମ୍ମାନ ଦୃଷ୍ଟିରେ ଦେଖେ। ମହିଳାଙ୍କୁ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ସର୍ବଦା ଉଦ୍ୟମ କରିଆସିଛନ୍ତି। ଦେଶର ପ୍ରତି ଘରେ ପାଇଖାନା ନିର୍ମାଣ ପାଇଁ ମୋଦି ସଂକଳ୍ପ ନେଇଛନ୍ତି। ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଭାଗିଦାରୀରେ […]

tbn

tbn

Tapas Behera
  • Published: Monday, 08 March 2021
  • Updated: 08 March 2021, 04:13 PM IST

Sports

Latest News

ସାଲେପୁର(ଓଡ଼ିଶା ରିପୋର୍ଟର): ମାହାଙ୍ଗାରେ ବିଜେପି ମହିଳା ସମାବେଶରେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଯୋଗ ଦେଇ ବିଜେଡି ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ବିଜୁ ଜନତା ଦଳ ମହିଳାଙ୍କୁ କେବଳ ଭୋଟ ଦୃଷ୍ଟିକୋଣରୁ ଦେଖୁଛି।

ଭାରତୀୟ ଜନତା ପାର୍ଟି ମହିଳାଙ୍କୁ ଭୋଟ ନୁହେଁ, ସମ୍ମାନ ଦୃଷ୍ଟିରେ ଦେଖେ। ମହିଳାଙ୍କୁ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ସର୍ବଦା ଉଦ୍ୟମ କରିଆସିଛନ୍ତି। ଦେଶର ପ୍ରତି ଘରେ ପାଇଖାନା ନିର୍ମାଣ ପାଇଁ ମୋଦି ସଂକଳ୍ପ ନେଇଛନ୍ତି। ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଭାଗିଦାରୀରେ ୭୪ ଲକ୍ଷ ଶୌଚାଳୟ ହୋଇଛି। ଆବାସ ଯୋଜନାରେ ଘର, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ ଯୋଗାଣ ହେଉଛି।

ପ୍ରଧାନମନ୍ତ୍ରୀ ଆବାସ ଘରେ ବିଜେଡି ନିଜ ପୋଷ୍ଟର ଲଗାଉଛି। ଏହା ଲୋକଙ୍କ ହିତ ନୁହେଁ।  ପିଏମ୍ ଆବାସ ଦୁର୍ନୀତି ଉଠାଇବାରୁ ଏଠାରେ ହତ୍ୟାକାଣ୍ଡ ଘଟିଲା। ବିଜେଡି ଯଦି ମାଙ୍କୁ ସମ୍ମାନ ଦେଉଥାଏ, ୪ ମହିଳାଙ୍କୁ ବିଧବା କାହିଁକି କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସାଢ଼େ ୪ କୋଟି ଓଡ଼ିଶାବାସୀ ତାଙ୍କ ପରିବାର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଛନ୍ତି। ହେଲେ କୁଳମଣି ବରାଳ ଓ  ପରୀ କଣ ତାଙ୍କ ପରିବାରର ନୁହଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story