ମା’ କ୍ଷୀରରୁ ତିଆରି ହୋଇପାରିବ କରୋନା ପ୍ରତିଷେଧକ!

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ିଚାଲିଛି। ବିଶ୍ୱର ୨୧୦ଟି ଦେଶ ଏହି ମହାମାରୀରେ ଆକ୍ରାନ୍ତ। ବିଶ୍ୱର ୪୦ ଲକ୍ଷରୁ ଅଧିକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୨,୭୭,୯୭୩ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏହି ମହାମାରୀକୁ ରୋକିବା ପାଇଁ ଅନେକ ଦେଶ ଭ୍ୟାକସିନ୍ ଉପରେ ଗବେଷଣା କରୁଛନ୍ତି। ହେଲେ ଏଯାବତ ଶତ ପ୍ରତିଶତ ସଫଳ ହୋଇ ନାହାନ୍ତି। ତଥାପି ଭ୍ୟାକସିନ୍ ବାହାରିବା ବେଳକୁ ଆସନ୍ତାବର୍ଷ ହୋଇଯିବ ବୋଲି କୁହାଯାଉଛି। ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର୍ସର […]

breast feeding Covid

breast feeding Covid

Subhransu Sekhar
  • Published: Sunday, 10 May 2020
  • Updated: 10 May 2020, 10:08 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ିଚାଲିଛି। ବିଶ୍ୱର ୨୧୦ଟି ଦେଶ ଏହି ମହାମାରୀରେ ଆକ୍ରାନ୍ତ। ବିଶ୍ୱର ୪୦ ଲକ୍ଷରୁ ଅଧିକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୨,୭୭,୯୭୩ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏହି ମହାମାରୀକୁ ରୋକିବା ପାଇଁ ଅନେକ ଦେଶ ଭ୍ୟାକସିନ୍ ଉପରେ ଗବେଷଣା କରୁଛନ୍ତି। ହେଲେ ଏଯାବତ ଶତ ପ୍ରତିଶତ ସଫଳ ହୋଇ ନାହାନ୍ତି। ତଥାପି ଭ୍ୟାକସିନ୍ ବାହାରିବା ବେଳକୁ ଆସନ୍ତାବର୍ଷ ହୋଇଯିବ ବୋଲି କୁହାଯାଉଛି।

ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର୍ସର ରିପୋର୍ଟ ଅନୁଯାୟୀ, ଜଣେ ମହିଳାଙ୍କ କ୍ଷୀରରୁ ଆଣ୍ଟିବୋଡି ବା ପ୍ରତିଷେଧକ ତିଆରି କରି ପରୀକ୍ଷା କରାଯାଇଛି। ପରୀକ୍ଷା ପରେ ଜଣାପଡ଼ିଛି ଯେ ମା’ କ୍ଷୀରରୁ ଛୋଟ ଛୁଆ କରୋନା ସଂକ୍ରମଣରୁ ଦୂରେଇ ରଖିହେବ। ତେଣୁ ଛୋଟ ଛୁଆଙ୍କୁ ମା’ ମାନେ ସ୍ତନ୍ୟପାନ କରାଇ ରଖିବା ଦରକାର ବୋଲି ରିପୋର୍ଟରେ କୁହାଯାଇଛି। ମା’ କ୍ଷୀରରେ ଭାଇରସ ସଂକ୍ରମିତ ହେବାର ସମ୍ଭାବନା ନାହିଁ। ତେଣୁ ମା’ କ୍ଷୀରରୁ ଆଣ୍ଟିବୋଡି ତିଆରି କରିହେବ।

ଏହାପୂର୍ବରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେଉଁଥିରେ କୁହାଯାଇଥିଲା ବୟସ୍କ ବ୍ୟକ୍ତି ଏବଂ ରୋଗ ପ୍ରତିରୋଧକ କ୍ଷମତା କମ୍ ଥିବା ବ୍ୟକ୍ତି ହିଁ କରୋନାରେ ଅଧିକ ପ୍ରଭାବିତ ହେଉଛନ୍ତି। ଛୋଟ ଛୁଆଙ୍କୁ କିନ୍ତୁ ବିପଦ ନାହିଁ। ହେଲେ ଆମେରିକା, ଇଟାଲୀ, ଫ୍ରାନ୍ସ, ସ୍ୱିଜରଲ୍ୟାଣ୍ଡରେ ପାଖାପାଥି ୧୦୦ ଏମିତି ମାମଲା ଆସିଛି, ଯେଉଁଥିରେ ଛୋଟଛୁଆମାନେ କାଓ୍ୱାସାକୀ ସିଣ୍ଡ୍ରୋମର ଲକ୍ଷଣ ଦେଖିବାକୁ ମିଳିଛି। ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ୍ ୧୯ ସହିତ କାଓ୍ୱାସାକୀ ସିଣ୍ଡ୍ରୋମର କ’ଣ ସମ୍ପର୍କ ରହିଛି ସେ ନେଇ ସମୀକ୍ଷା କରାଯାଉଛି।

କାଓ୍ୱାସାକୀ ସିଣ୍ଡ୍ରୋମ୍ କ’ଣ?

ଏହି କାଓ୍ୱାସାକୀ ସିଣ୍ଡ୍ରୋମ୍ ରକ୍ତନଳୀ, ଛାତି ଏବଂ ଅନ୍ୟାନ୍ୟ ଅଙ୍ଗକୁ ପ୍ରଭାବିତ କରିଥାଏ। ଜ୍ୱରର ତାପମାତ୍ରା ରହିବା ସହିତ, ନିମ୍ନ ରକ୍ତଚାପ, ଚିତ୍କାର କରୁଥିବା ଲକ୍ଷଣ ଏବଂ ନିଶ୍ୱାସ ନେବାରେ ଅସୁବିଧା ହେଉଥିବାର ଲକ୍ଷଣ ରହିଛି। ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କଠାରେ ଏପରି ଲକ୍ଷଣ ଥାଏ। ଭାରତରେ କିନ୍ତୁ ପାଞ୍ଚ ବର୍ଷରୁ ଅଧିକ ପିଲାଙ୍କ ପାଖରେ ଏହି ରୋଗ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story