ଡାକ୍ତର ନୁହେଁ କରୋନା ରୋଗୀଙ୍କ ପାଖକୁ ଯିବ ରୋବୋଟ୍‌

ରାୟପୁର: ସାରା ବିଶ୍ୱରେ ଏବେ କରୋନା ଭାଇରସ ବ୍ୟାପିଛି। ସଂକ୍ରମଣର ଭୟ ଥିଲେ ମଧ୍ୟ ଡାକ୍ତର ଓ ନର୍ସମାନେ ଯୁଦ୍ଧକାଳୀନ ଭିତ୍ତିରେ ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି। ଅନେକ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ବେଳେ ଏହି ଘାତକ ଭାଇରସରେ ସଂକ୍ରମିତ ହୋଇଛନ୍ତି। ତେଣୁ ରାଷ୍ଟ୍ରପତିଙ୍କ ପାଖରୁ ପ୍ରଧାନମନ୍ତ୍ରୀ ସମସ୍ତେ ସ୍ୱାସ୍ଥ୍ୟକର୍ମୀଙ୍କୁ ‘ଯୋଦ୍ଧା’ ବୋଲି କହୁଛନ୍ତି। ହେଲେ ଏହାରି ଭିତରେ ଛତିଶଗଡ଼ ମହାସମୁନ୍ଦ ଅଞ୍ଚଳର ଯୋଗେଶ ସାହୁ ଏକ ରୋବୋଟ୍‌ ତିଆରି କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଟେଲିକମୁନିକେଶନ ବିଭାଗର ଶେଷ […]

covid-19-internet-controlled-robot

covid-19-internet-controlled-robot

Subhransu Sekhar
  • Published: Thursday, 09 April 2020
  • Updated: 09 April 2020, 02:35 PM IST

Sports

Latest News

ରାୟପୁର: ସାରା ବିଶ୍ୱରେ ଏବେ କରୋନା ଭାଇରସ ବ୍ୟାପିଛି। ସଂକ୍ରମଣର ଭୟ ଥିଲେ ମଧ୍ୟ ଡାକ୍ତର ଓ ନର୍ସମାନେ ଯୁଦ୍ଧକାଳୀନ ଭିତ୍ତିରେ ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି। ଅନେକ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ବେଳେ ଏହି ଘାତକ ଭାଇରସରେ ସଂକ୍ରମିତ ହୋଇଛନ୍ତି। ତେଣୁ ରାଷ୍ଟ୍ରପତିଙ୍କ ପାଖରୁ ପ୍ରଧାନମନ୍ତ୍ରୀ ସମସ୍ତେ ସ୍ୱାସ୍ଥ୍ୟକର୍ମୀଙ୍କୁ 'ଯୋଦ୍ଧା' ବୋଲି କହୁଛନ୍ତି। ହେଲେ ଏହାରି ଭିତରେ ଛତିଶଗଡ଼ ମହାସମୁନ୍ଦ ଅଞ୍ଚଳର ଯୋଗେଶ ସାହୁ ଏକ ରୋବୋଟ୍‌ ତିଆରି କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଟେଲିକମୁନିକେଶନ ବିଭାଗର ଶେଷ ବର୍ଷର ଛାତ୍ର ହେଉଛନ୍ତି ଯୋଗେଶ। ରୋବୋଟ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ସୃଷ୍ଟି ହେଉଥିବା ଅସୁବିଧାକୁ ଲକ୍ଷ୍ୟ କରି ସେ ଏଭଳି ରୋବୋଟ୍‌ ତିଆରି କରିଛନ୍ତି। ଏହା ଇଣ୍ଟରନେଟ ଦ୍ୱାରା ପରିଚାଳିତ।

https://twitter.com/ANI/status/1247792620757123078

ଏହାର ବିଶେଷତ୍ୱ ହେଲା ରୋଗୀଙ୍କ ପାଖକୁ ଯାଇ ନର୍ସ ଓ ଡାକ୍ତରଙ୍କ ଅନେକ କାମ କରିପାରିବ। ଅର୍ଥାତ୍ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଆଉ ସ୍ୱାସ୍ଥ୍ୟ କର୍ମୀଙ୍କୁ ରିସ୍କ ନେବାକୁ ପଡ଼ିବନି। ଡାକ୍ତର କିମ୍ୱା ନର୍ସ ଏହି ରୋବୋଟ୍‌କୁ ଇଣ୍ଟରନେଟ ସାହାଯ୍ୟରେ ପରିଚାଳନା କରିପାରିବେ।

ଯୋଗେଶ କହିଛନ୍ତି, ଏହାକୁ ତିଆରି କରିବା ପାଇଁ ତାଙ୍କର ଦୁଇ ସାଙ୍ଗ ସହଯୋଗ କରିଛନ୍ତି। ଏଥିପାଇଁ ମୋଟ୍ ୫୦୦୦ ଟଙ୍କା ଖର୍ଚ୍ଚ ହୋଇଛି। ଏହାକୁ ଇଣ୍ଟରନେଟ ସହିତ ଯୋଡ଼ି ହେବ। କୌଣସି ସ୍ଥାନରୁ ପରିଚାଳନା କରିହେବ। ଏଥିରେ କ୍ୟାମେରା ଲାଗିଛି। ଡାକ୍ତର ଚାହିଁଲେ ଦୂରରେ ଥାଇ କ୍ୟାମେରା ମାଧ୍ୟମରେ ରୋଗୀଙ୍କ ସହ କଥା ହୋଇପାରିବେ। ସବୁଠୁ ବଡ଼ କଥା ହେଲା ଯୋଗେଶ ୟୁଟ୍ୟୁବର ଏକ ଭିଡିଓ ଦେଖି ଏହି ରୋବୋଟ୍‌ ତିଆରି କରିଛନ୍ତି।

ଯୋଗେଶ ଏବେ ତାଙ୍କ ଦ୍ୱାରା ତିଆରି ହୋଇଥିବା ରୋବୋଟ୍‌କୁ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା କାର୍ଯ୍ୟରେ ଲଗାଇବାକୁ ଉଭୟ ଛତିଶଗଡ଼ ଏବଂ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story