ଆସନ୍ତା ୬ ମାସରେ ୯୦୦ ଘରୋଇ ମ୍ୟାଚ ଖେଳାଯିବ: ବିସିସିଆଇ ସମ୍ପାଦକ

ମୁମ୍ବାଇ: ୨୦୧୫-୧୬ ବର୍ଷରେ ୯୦୦ଟି ଘରୋଇ ମ୍ୟାଚ ଆୟୋଜନ କରିବ ବିସିସିଆଇ। ଯେଉଁ ମ୍ୟାଚ ୩୬୫ ଦିନରେ ହେବା କଥା ତାହା ୬ ମାସ ଅର୍ଥାତ ୧୮୦ ଦିନ ମଧ୍ୟରେ ଖେଳାଯିବ। ସୋମବାର ଏହି ନିଷ୍ପତ୍ତି ନେଇଛି ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇଣ୍ଡିଆ (ବିସିସିଆଇ)। ଏହି ସେସନ ଚଳିତବର୍ଷର ଅକ୍ଟୋବରରୁ ଆରମ୍ଭ ହୋଇ ୨୦୧୬ ମାର୍ଚ୍ଚରେ ଶେଷ ହେବ। ୨୦୧୬ ଟି-ଟ୍ୱେଣ୍ଟି ବିଶ୍ୱକପ ଓ ୧୯ ବର୍ଷରୁ କମ (ୟୁ-୧୯) ୱାର୍ଲ୍ଡକପ ଭାରତରେ ଅନୁଷ୍ଠିତ […]

thakur_getty

thakur_getty

Rakesh Mallick
  • Published: Monday, 20 July 2015
  • Updated: 20 July 2015, 11:36 AM IST

Sports

Latest News

ମୁମ୍ବାଇ: ୨୦୧୫-୧୬ ବର୍ଷରେ ୯୦୦ଟି ଘରୋଇ ମ୍ୟାଚ ଆୟୋଜନ କରିବ ବିସିସିଆଇ। ଯେଉଁ ମ୍ୟାଚ ୩୬୫ ଦିନରେ ହେବା କଥା ତାହା ୬ ମାସ ଅର୍ଥାତ ୧୮୦ ଦିନ ମଧ୍ୟରେ ଖେଳାଯିବ। ସୋମବାର ଏହି ନିଷ୍ପତ୍ତି ନେଇଛି ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇଣ୍ଡିଆ (ବିସିସିଆଇ)। ଏହି ସେସନ ଚଳିତବର୍ଷର ଅକ୍ଟୋବରରୁ ଆରମ୍ଭ ହୋଇ ୨୦୧୬ ମାର୍ଚ୍ଚରେ ଶେଷ ହେବ। ୨୦୧୬ ଟି-ଟ୍ୱେଣ୍ଟି ବିଶ୍ୱକପ ଓ ୧୯ ବର୍ଷରୁ କମ (ୟୁ-୧୯) ୱାର୍ଲ୍ଡକପ ଭାରତରେ ଅନୁଷ୍ଠିତ ହେବାକୁ ଥିବାରୁ ଏହି ଘରୋଇ ମ୍ୟାଚ ସବୁ ଶେଷ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ, ଏହି ସେସନରେ ଭାରତୀୟ ବରିଷ୍ଠ ବର୍ଗ, କନିଷ୍ଠ ବର୍ଗ ଓ ମହିଳା ବର୍ଗର ଘରୋଇ ମ୍ୟାଚ ଖେଳାଯିବ । ଏହି ତିନିଟି ବର୍ଗର କ୍ରିକେଟରେ ମୋଟ ୨୧୦୦ଟି ମ୍ୟାଚ ଅନୁଷ୍ଠିତ ହେବ ବୋଲି ବିସିସିଆଇ ସମ୍ପାଦକ ଅନୁରାଗ ଠାକୁର କହିଛନ୍ତି।

ବିସିସିଆଇ ପକ୍ଷରୁ କରାଯାଇଥିବା ନୂତନ କାର୍ଯ୍ୟ ଖେଳ ଖସଡାରେ ଆନ୍ତର୍ଜାତୀୟ ଖେଳସୂଚି, ସବୁ ବର୍ଗର ଖେଳଳୀଙ୍କ ପ୍ରଶର୍ଦନକୁ ଆଖି ଆଗରେ ରଖାଯାଇ ପ୍ରସ୍ତୁତ କରାଯାଇଛି। ଏଥିରେ ସବୁ ବର୍ଗର ଖେଳାଳୀଙ୍କ ପ୍ରଦର୍ଶନକୁ ଗୁରୁତ୍ୱ ଦିଆଯାଇ ଖେଳ ଖସଡା ପ୍ରସ୍ତୁତ କରାଯାଇଛି ବୋଲି ଶ୍ରୀ ଠାକୁର କହିଛନ୍ତି। ଏହାସହ ଭାରତୀୟ କ୍ରିକେଟର ତିନିଟି ଫର୍ମାଟର ଖେଳାଳୀ ଚୟନ ଲାଗି ଦେଓଧର ଟ୍ରଫିରେ ଉନ୍ନତ ପ୍ରଶର୍ଦନକାରୀଙ୍କୁ ଚୟନକର୍ତ୍ତା ଅଗ୍ରାଧିକାର ଦେବେ ବୋଲି ଠାକୁର ସୂଚନା ଦେଇଛନ୍ତି। ଏଥିରୁ ବାଦ ପଡିଥିବା ଖେଳାଳୀ ବିଜୟ ହଜାରେ ଟୁର୍ଣ୍ଣମେଣ୍ଟରେ ଉନ୍ନତ ଧରଣର ପ୍ରଦର୍ଶନ ରଖିଲେ ଚୟନକର୍ତ୍ତା ସେମାନଙ୍କୁ ଟିମରେ ସାମିଲ କରିବେ ବୋଲି ଜଣାପଡିଛି। ସେହିପରି ଅକ୍ଟୋବର ୧ରୁ ଉଭୟ ରଣଜୀ ଟ୍ରଫି ଓ ବିନୁ ମଙ୍କଡ ଟ୍ରଫି, ସେପ୍ଟେମ୍ବର ୨୦ରୁ ୧୯ ବର୍ଷରୁ କମ ମହିଳା (ୟୁ-୧୯) ଏକଦିବସୀୟ ଦଳ ପାଇଁ ଖେଳାଳୀ ଚୟନ ଆରମ୍ଭ ହେବ। ସେହିପରି ଅକ୍ଟୋବର ୧୦ରୁ ୨୩ ବର୍ଷରୁ କମ୍ (ୟୁ-୨୩) ସି.କେ. ନାୟୁଡୁ ଟ୍ରଫି ଓ ଅକ୍ଟୋବର ୨୮ରୁ ପୁରୁଷ ବର୍ଗର ୧୯ ବର୍ଷରୁ କମ୍ ପ୍ରତିଯୋଗିତା ଆରମ୍ଭ ହେବ । ଏହାସହ ନଭେମ୍ବର ୫ରୁ ୧୯ ବର୍ଷରୁ କମ ପୁରୁଷ ବର୍ଗ କୁଚ ବେହାର ଟ୍ରଫି, ଡିସେମ୍ବର ୧ ସୁଦ୍ଧା ପୁରୁଷ ବର୍ଗର ୧୯ ବର୍ଷରୁ କମ ପୁରୁଷ ବିଜୟ ମାରଚାଣ୍ଟ ଟ୍ରଫି ଖେଳାଯିବ। ଦିନିକିଆ ପାଇଁ ଭାରତୀୟ ବରିଷ୍ଠ ଦଳର ମନୋନୟନ ଡିସେମ୍ବର ୮ରୁ ହେବ। ସେହିପରି ଡିସେମ୍ବର ୨୧ରୁ ବରିଷ୍ଠ ପୁରୁଷ ବର୍ଗର ବିଜୟ ହଜାରେ ନକ୍‌ଆଉଟ ଟୁର୍ଣ୍ଟାମେଣ୍ଟ ଅନୁଷ୍ଠିତ ହେବ। ଜାନୁୟାରୀ ୧୫ରୁ ବରିଷ୍ଠ ପୁରୁଷ ବର୍ଗ ପାଇଁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଓ ମାର୍ଚ୍ଚ ୬ରେ ପୁରୁଷ ବରିଷ୍ଠ ବର୍ଗର ଇରାନୀ କପ୍ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟସୂଚି ପ୍ରସ୍ତୁତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story