ପରିବାରର ସମ୍ବେଦନଶୀଳ ସୂଚନା ପ୍ରଘଟ ପ୍ରସଙ୍ଗ: ଇଂରାଜୀ ଦୈନିକ ଉପରେ ବର୍ଷିଲେ ଷ୍ଟୋକ୍ସ

ଲଣ୍ଡନ: ନିକଟରେ ଶେଷ ହୋଇଥିବା ଆଶେସ୍ ସିରିଜରେ ଉଭୟ ବଲ୍ ଓ ବ୍ୟାଟରେ ଚମତ୍କାର ପ୍ରଦର୍ଶନ କରିଥିବା ଇଂଲଣ୍ଡର ଷ୍ଟାର୍ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ ଜୀବନର ଏକ ଦୁଃଖଦାୟକ ସତ ଘଟଣା ସାମ୍ନାକୁ ଆସିଛି। ଇଂରାଜୀ ଦୈନିକ ‘ଦି ସନ୍’ର ଏକ ରିପୋର୍ଟ ଅନୁଯାୟୀ, ୧୯୮୮ରେ ବେନ୍ ଷ୍ଟୋକ୍ସଙ୍କ ଜନ୍ମ ପୂର୍ବରୁ ତାଙ୍କର ସାବତ ଭାଇ ଓ ଭଉଣୀଙ୍କୁ ହତ୍ୟା କରାଯାଇଥିଲା। ଏହି ଖବର ପ୍ରକାଶିତ ହେବା ହେବା ନେଇ ୨୮ ବର୍ଷୀୟ ଷ୍ଟୋକ୍ସ ଆପତ୍ତି ପ୍ରକାଶ […]

ben

ben

Ranjit Kumar Jena
  • Published: Tuesday, 17 September 2019
  • Updated: 17 September 2019, 08:56 PM IST

Sports

Latest News

ଲଣ୍ଡନ: ନିକଟରେ ଶେଷ ହୋଇଥିବା ଆଶେସ୍ ସିରିଜରେ ଉଭୟ ବଲ୍ ଓ ବ୍ୟାଟରେ ଚମତ୍କାର ପ୍ରଦର୍ଶନ କରିଥିବା ଇଂଲଣ୍ଡର ଷ୍ଟାର୍ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ ଜୀବନର ଏକ ଦୁଃଖଦାୟକ ସତ ଘଟଣା ସାମ୍ନାକୁ ଆସିଛି। ଇଂରାଜୀ ଦୈନିକ 'ଦି ସନ୍'ର ଏକ ରିପୋର୍ଟ ଅନୁଯାୟୀ, ୧୯୮୮ରେ ବେନ୍ ଷ୍ଟୋକ୍ସଙ୍କ ଜନ୍ମ ପୂର୍ବରୁ ତାଙ୍କର ସାବତ ଭାଇ ଓ ଭଉଣୀଙ୍କୁ ହତ୍ୟା କରାଯାଇଥିଲା। ଏହି ଖବର ପ୍ରକାଶିତ ହେବା ହେବା ନେଇ ୨୮ ବର୍ଷୀୟ ଷ୍ଟୋକ୍ସ ଆପତ୍ତି ପ୍ରକାଶ କରିଛନ୍ତି। ଏହି ରିପୋର୍ଟରେ କୁହାଯାଇଛି ଯେ, ୩୧ ବର୍ଷ ପୂର୍ବେ ତାଙ୍କ ମା'ଙ୍କ (ଡେଭ୍)ର ପୂର୍ବତନ ପତି (ରିଚାର୍ଡ ଡନ୍) ଷ୍ଟୋକ୍ସଙ୍କ ସାବତ ଭାଇ ଓ ଭଉଣୀଙ୍କୁ ହତ୍ୟା କରିଥିଲେ।

ଷ୍ଟୋକ୍ସ ମଙ୍ଗଳବାର ଟ୍ୱିଟ୍ ଜରିଆରେ ଉକ୍ତ ଇଂରାଜୀ ଖବର କାଗଜର ଆଭିମୁଖ୍ୟକୁ ଦାୟିତ୍ୱହୀନତା ବୋଲି କହିଛନ୍ତି। ସେ ନିଜ ପୋଷ୍ଟରେ ଲେଖିଛନ୍ତି, "ଏହି ଖବର କାଗଜ ତା'ର ରିପୋର୍ଟରଙ୍କୁ ନ୍ୟୁଜିଲ୍ୟାଣ୍ଡସ୍ଥିତ ମୋ ବାସଭବନକୁ ପଠାଇ ମୋର ବ୍ୟକ୍ତିଗତ ଜୀବନ ଉପରେ ହସ୍ତକ୍ଷେପ କରିବାକୁ ପ୍ରୟାସ କରିଛି। ତିନି ଦଶନ୍ଧି ପୂର୍ବେ ଘଟିଥିବା ସେହି ଭୟାଭୟ ଘଟଣାକୁ ଭୁଲିବା ପାଇଁ ମୋ ପରିବାରକୁ ବର୍ଷେ ଲାଗିଯାଇଥିଲା।

ମୋ ନାଁର ବ୍ୟବହାର କରି ମୋ ବ୍ୟକ୍ତିଗତ ଜୀବନ ସହ ମୋ ମାତାପିତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ମଧ୍ୟ ଆକ୍ରମଣ କରାଯାଇଛି, ଯାହା ସମ୍ପୂର୍ଣ୍ଣ ନିନ୍ଦନୀୟ। ମୋ ବ୍ୟକ୍ତିଗତ ଜୀବନ, ମୋ ମାତା-ପିତା, ପତ୍ନୀ ଓ ମୋ ପିଲାମାନଙ୍କ ବ୍ୟତୀତ ମୋ ପରିବାର କୌଣସି ସଦସ୍ୟଙ୍କର ବ୍ୟକ୍ତିଗତ ଜୀବନ ଉପରେ ହସ୍ତକ୍ଷେପ କରିବାର ଅଧିକାର କାହା ପାଖରେ ନାହିଁ। ଏହା ସାମ୍ବାଦିକତାର ସବୁଠାରୁ ବିକୃତ ରୂପ, ଯାହା କେବଳ ବିକ୍ରି କରିବା ପାଇଁ ଉଦ୍ଦିଷ୍ଟ।"

ତେବେ ଏହି ଖବର ଷ୍ଟୋକ୍ସଙ୍କ ହତ୍ୟାକାରୀ ସାବତ ପିତା ରିଚାର୍ଡ ଡନଙ୍କ ୪୯ ବର୍ଷୀୟ ଝିଅ ଜ୍ୟାକି ଡନ୍ ଦେଇଛନ୍ତି । ଏହି ରିପୋର୍ଟରେ ସେ କହିଛନ୍ତି, "ରିଚାର୍ଡ ଡନ୍ ଓ ମା' ଡେଭ୍ ଅଲଗା ରହୁଥିଲେ ଏବଂ ପରେ ଦୁହିଁଙ୍କର ଛାଡ଼ପତ୍ର ମଧ୍ୟ ହୋଇଥିଲା। ଏପ୍ରିଲ୍, ୧୯୮୮ରେ ଷ୍ଟୋକ୍ସଙ୍କ ଜନ୍ମ ହେବା ପୂର୍ବରୁ ସାବତ ପିତା (ଡନ୍) ନିଜର ୮ ବର୍ଷର ସାବତ ଝିଅ ଟ୍ରେସି ଓ ୪ ବର୍ଷର ସାବତ ପୁଅ ଆଣ୍ଡ୍ର୍ୟୁ ଙ୍କୁ ଗୁଳି କରି ହତ୍ୟା କରିଥିଲେ।"

ଜ୍ୟାକି ଡନ୍ ଆହୁରି କହିଛନ୍ତି, "ମୋ ପିତା ଏଭଳି କାମ କରିଛନ୍ତି ବୋଲି ମୁଁ ବିଶ୍ୱାସ କରିପାରୁନି। ଏହା ଅତ୍ୟନ୍ତ ଭୟାଭୟ ଥିଲା। ଏହି ଘଟଣା ଡେଭଙ୍କୁ ଶକ୍ତ ଝଟକା ଦେଇଥିଲା। ଡେଭଙ୍କର ଏକ ପୁତ୍ରସନ୍ତାନ (ବେନ୍ ଷ୍ଟୋକ୍ସ) ଅଛି ବୋଲି ମୁଁ ଜାଣିନଥିଲି। ବର୍ତ୍ତମାନ ତାଙ୍କ ପୁଅ ଇଂଲଣ୍ଡର ଜଣେ ଷ୍ଟାର୍ କ୍ରିକେଟର୍।"

ସୂଚନାଯୋଗ୍ୟ, ଷ୍ଟୋକ୍ସଙ୍କ ମା' ଡେଭ୍ ଦ୍ୱିତୀୟ ବିବାହ କରିଥିଲେ। ଷ୍ଟୋକ୍ସଙ୍କ ପିତା ଗେରାର୍ଡ ଷ୍ଟୋକ୍ସ ଜଣେ ରଗବୀ ଖେଳାଳି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story