ବଦଳିଲା ଟେଷ୍ଟ କ୍ରିକେଟ୍ ଇତିହାସ

ଲଣ୍ଡନ: ଟେଷ୍ଟ କ୍ରିକେଟର ରୋମାଞ୍ଚ୍ ଆରମ୍ଭ ହୋଇଯାଇଛି। ଇଂଲଣ୍ଡର ବର୍ମିଂହାମଠାରେ ଗୁରୁବାରଠାରୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଆଶେସ୍ ସିରିଜ୍ ସହ ଟେଷ୍ଟ ଆଇସିସି ଚାମ୍ପିୟନଶିପର ଶୁଭାରମ୍ଭ ହୋଇଛି। ତେବେ ଏହି ମ୍ୟାଚ୍ ସହ ୧୩୨ ବର୍ଷର ଟେଷ୍ଟ କ୍ରିକେଟ୍ ଇତିହାସ ମଧ୍ୟ ବଦଳିଯାଇଛି। ପ୍ରଥମଥର ପାଇଁ ଟେଷ୍ଟ ମ୍ୟାଚରେ ଖେଳାଳି ଭାବେ ନମ୍ବର ଏବଂ ନାଁ ଥିବା ଜର୍ସି ପିନ୍ଧି ଖେଳିବାକୁ ଓହ୍ଲାଇଛନ୍ତି। ଗୁରୁବାର ଆରମ୍ଭ ହୋଇଥିବା ଟେଷ୍ଟରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଖେଳାଳିମାନେ ଧଳା […]

jersy

jersy

Ranjit Kumar Jena
  • Published: Thursday, 01 August 2019
  • Updated: 01 August 2019, 05:34 PM IST

Sports

Latest News

ଲଣ୍ଡନ: ଟେଷ୍ଟ କ୍ରିକେଟର ରୋମାଞ୍ଚ୍ ଆରମ୍ଭ ହୋଇଯାଇଛି। ଇଂଲଣ୍ଡର ବର୍ମିଂହାମଠାରେ ଗୁରୁବାରଠାରୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଆଶେସ୍ ସିରିଜ୍ ସହ ଟେଷ୍ଟ ଆଇସିସି ଚାମ୍ପିୟନଶିପର ଶୁଭାରମ୍ଭ ହୋଇଛି। ତେବେ ଏହି ମ୍ୟାଚ୍ ସହ ୧୩୨ ବର୍ଷର ଟେଷ୍ଟ କ୍ରିକେଟ୍ ଇତିହାସ ମଧ୍ୟ ବଦଳିଯାଇଛି। ପ୍ରଥମଥର ପାଇଁ ଟେଷ୍ଟ ମ୍ୟାଚରେ ଖେଳାଳି ଭାବେ ନମ୍ବର ଏବଂ ନାଁ ଥିବା ଜର୍ସି ପିନ୍ଧି ଖେଳିବାକୁ ଓହ୍ଲାଇଛନ୍ତି।

ଗୁରୁବାର ଆରମ୍ଭ ହୋଇଥିବା ଟେଷ୍ଟରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଖେଳାଳିମାନେ ଧଳା ରଙ୍ଗର ଜର୍ସି ପିନ୍ଧିଥିଲେ ସତ, କିନ୍ତୁ ସେଥିରେ ନମ୍ବର ଛପା ଯାଇଥିଲା। ଏପର୍ଯ୍ୟନ୍ତ ଜର୍ସିରେ ନମ୍ବର କେବଳ ଦିନିକିଆ ଏବଂ ଟି-୨୦ ମ୍ୟାଚରେ ଦେଖିବାକୁ ମିଳୁଥିଲା। ଟେଷ୍ଟ ଜର୍ସିରେ ନମ୍ବର ସହ ଖେଳାଳିଙ୍କ ନାଁ ମଧ୍ୟ ଉଲ୍ଲେଖ ରହିଛି।

ଏପର୍ଯ୍ୟନ୍ତ ଟେଷ୍ଟରେ ବିନା ନାଁ ଥିବା ଜର୍ସି ପିନ୍ଧି ଖେଳାଳି ମଇଦାନକୁ ଓହ୍ଲାଉଥିଲେ, କିନ୍ତୁ ଆଇସିସି ଏବେ ନିୟମ ବଦଳାଇ ଦେଇଛି। ଅର୍ଥାତ୍ ଯେଉଁ ଜେଣ୍ଟଲମ୍ୟାନ୍ ଗେମର ଶୁଭାରମ୍ଭ ଧଳା ପ୍ୟାଣ୍ଟ୍-ଶାର୍ଟ ସହ ହୋଇଥିଲା, ଆଜି ତାହା କିଛି ମାତ୍ରାରେ ରଙ୍ଗୀନ ଟି-ଶାର୍ଟ ପର୍ଯ୍ୟନ୍ତ ପହଞ୍ଚିଛି। ତେବେ ଏବେ ଧଳା ଜର୍ସିରେ ରଙ୍ଗୀନ ନମ୍ବର ଏବଂ ନାଁ ରହିଛି। ଆଇସିସି ଏହି ପଦକ୍ଷେପକୁ କିଛି ଲୋକ ପସନ୍ଦ କରିଥିବା ବେଳେ କିଛି ନାପସନ୍ଦ ମଧ୍ୟ କରିଛନ୍ତି। ଆଗାମୀ ଦିନରେ ବାକି ଟେଷ୍ଟ ଖେଳୁଥିବା ଦେଶଗୁଡ଼ିକ ମଧ୍ୟ ଏଭଳି ନମ୍ବର ଓ ନାଁ ଥିବା ଜର୍ସି ପିନ୍ଧି ଖେଳିବେ।

ସୂଚନାଯୋଗ୍ୟ ଯେ ଆଶେସ୍ ସିରିଜ୍ ଏଥର ବହୁତ ଖାସ୍, କାରଣ ଏହିଠାରୁ ହିଁ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍ ଆରମ୍ଭ ହେଉଛି। ୨ ବର୍ଷ ପର୍ଯ୍ୟନ୍ତ ଚାଲିବାକୁ ଥିବା ଟେଷ୍ଟ ଚାମ୍ପିୟନଶିପରେ ମୋଟ ୨୭ଟି ସିରିଜ୍ ଖେଳାଯିବ ଏବଂ ଜୁନ୍ ୨୦୨୧ରେ ଏହାର ଫାଇନାଲ୍ ମୁକାବିଲା ହେବ। ଭାରତୀୟ ଟିମ୍ ଏହି ଚାମ୍ପିୟନଶିପରେ ମୋଟ ୧୮ଟି ଟେଷ୍ଟ ମ୍ୟାଚ୍ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story