IPL-11: ମୁମ୍ବାଇ ଆଗରେ ୧୬୮ ରନ୍‌ର ଟାର୍ଗେଟ୍

ମୁମ୍ବାଇ ଆଗରେ ୧୬୮ ରନ୍‌ର ଟାର୍ଗେଟ୍। ବେଙ୍ଗାଲୁରୁର ଚିନ୍ନାସ୍ୱମୀ ଷ୍ଟାଡ଼ିୟମରେ ଖେଳାଯାଉଥିବା ଆଇପିଏଲର ଏକ ମ୍ୟାଚ୍‌ରେ ମୁମ୍ବାଇ ବିପକ୍ଷରେ ଆର୍‌ସିବି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ସଂଗ୍ରହ କରିଛି ୧୬୭ ରନ୍‌। ବାଙ୍ଗାଲୋର ପକ୍ଷରୁ ଓପନର୍‌ ମନନ୍‌ ଭୋରା ସର୍ବାଧିକ ୪୫ ରନ କରିଥିବା ବେଳେ ଅଧିନାୟକ କୋହଲି ୩୨ ରନର ପାଳି ଖେଳିଥିଲେ। ଇଂନିସର ଶେଷ ଓଭରରେ ଆକର୍ଷଣୀୟ ବ୍ୟାଟିଂ କରିଥିଲେ କଲିଂଡି ଗ୍ରାଣ୍ଡହୋମ। ଶେଷ ଓଭରରେ ୩ଟି ବିଶାଳ ଛକା ମାରି […]

MI-RCB-SOCIAL

Rakesh Mallick
  • Published: Tuesday, 01 May 2018
  • , Updated: 01 May 2018, 09:52 PM IST

ମୁମ୍ବାଇ ଆଗରେ ୧୬୮ ରନ୍‌ର ଟାର୍ଗେଟ୍। ବେଙ୍ଗାଲୁରୁର ଚିନ୍ନାସ୍ୱମୀ ଷ୍ଟାଡ଼ିୟମରେ ଖେଳାଯାଉଥିବା ଆଇପିଏଲର ଏକ ମ୍ୟାଚ୍‌ରେ ମୁମ୍ବାଇ ବିପକ୍ଷରେ ଆର୍‌ସିବି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ସଂଗ୍ରହ କରିଛି ୧୬୭ ରନ୍‌। ବାଙ୍ଗାଲୋର ପକ୍ଷରୁ ଓପନର୍‌ ମନନ୍‌ ଭୋରା ସର୍ବାଧିକ ୪୫ ରନ କରିଥିବା ବେଳେ ଅଧିନାୟକ କୋହଲି ୩୨ ରନର ପାଳି ଖେଳିଥିଲେ। ଇଂନିସର ଶେଷ ଓଭରରେ ଆକର୍ଷଣୀୟ ବ୍ୟାଟିଂ କରିଥିଲେ କଲିଂଡି ଗ୍ରାଣ୍ଡହୋମ। ଶେଷ ଓଭରରେ ୩ଟି ବିଶାଳ ଛକା ମାରି ଦଳର ସ୍କୋରକୁ ୧୬୭ ରନ୍‌ରେ ପହଞ୍ଚାଇଥିଲେ। ଅନ୍ୟପଟେ ମୁମ୍ବାଇ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୩ଟି ୱିକେଟ୍‌ ହାସଲ କରିଛନ୍ତି।

Related story