୧୯ରେ ବିସିସିଆଇର କାର୍ଯ୍ୟକାରିଣୀ କମିଟି ବୈଠକ

ମୁମ୍ବାଇ: ଫେବ୍ରୁଆରୀ ୧୯ ତାରିଖରେ ବସିବ ବିସିସିଆଇର କାର୍ଯ୍ୟକାରିଣୀ ବୈଠକ। ସ୍ପେଶିଆଲ୍ ଜେନେରାଲ୍ ମିଟିଂ ପୂର୍ବରୁ ଏହି ବୈଠକ ବସିବ। ସେହି ୧୯ ତାରିଖରେ ହିଁ ସ୍ପେଶାଲ୍ ଜେନେରାଲ୍ ମିଟିଂ ବସିବ। ଏଥିରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଜଷ୍ଟିସ୍ (ଅବସରପ୍ରାପ୍ତ) ଆର.ଏମ୍ ଲୋଧା କମିଟି ସୁପାରିଶ କରିଥିବା ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ଉପରେ ଅଲୋଚନା କରାଯିବ। ଲୋଧା କମିଟି ସୁପାରିଶ୍‌ଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ସୁପ୍ରିମ୍‌କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସ୍ପେଶାଲ୍ ଜେନେରାଲ୍ ମିଟିଂରେ ଆଇସିସିର […]

shasanka

shasanka

Rakesh Mallick
  • Published: Monday, 15 February 2016
  • Updated: 15 February 2016, 05:34 PM IST

ମୁମ୍ବାଇ: ଫେବ୍ରୁଆରୀ ୧୯ ତାରିଖରେ ବସିବ ବିସିସିଆଇର କାର୍ଯ୍ୟକାରିଣୀ ବୈଠକ। ସ୍ପେଶିଆଲ୍ ଜେନେରାଲ୍ ମିଟିଂ ପୂର୍ବରୁ ଏହି ବୈଠକ ବସିବ। ସେହି ୧୯ ତାରିଖରେ ହିଁ ସ୍ପେଶାଲ୍ ଜେନେରାଲ୍ ମିଟିଂ ବସିବ। ଏଥିରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଜଷ୍ଟିସ୍ (ଅବସରପ୍ରାପ୍ତ) ଆର.ଏମ୍ ଲୋଧା କମିଟି ସୁପାରିଶ କରିଥିବା ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ଉପରେ ଅଲୋଚନା କରାଯିବ। ଲୋଧା କମିଟି ସୁପାରିଶ୍‌ଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ସୁପ୍ରିମ୍‌କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସ୍ପେଶାଲ୍ ଜେନେରାଲ୍ ମିଟିଂରେ ଆଇସିସିର ସଦସ୍ୟମାନଙ୍କ ଅର୍ଥନୈତିକ ରୂପରେଖ ସଂପର୍କରେ ମଧ୍ୟ ଆଲୋଚନା ହେବ।

ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ୧୯ ତାରିଖ ସକାଳ ୧୧ଟାରେ କାର୍ଯ୍ୟକାରିଣୀ କମିଟି ବୈଠକ ବସିବ। ଏହା ଏକ ରୁଟିନ୍ ବୈଠକ। ସ୍ପେଶାଲ୍ ଜେନେରାଲ୍ ମିଟିଂ ପୂର୍ବରୁ ଏହି ବୈଠକ ବସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story