ପ୍ରଥମ ଟି-୨୦: ଟସ୍ ଜିତିଲା ଭାରତ, ପ୍ରଥମେ ବ୍ୟାଟିଂ କରିବ ୱେଷ୍ଟଇଣ୍ଡିଜ୍‌

ହାଇଦ୍ରାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଏଠାରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ୱେଷ୍ଟଇଣ୍ଡିଜ୍ ଟିମ୍ ପ୍ରଥମେ ବ୍ୟାଟିଂ କରିବ। ୱେଷ୍ଟଇଣ୍ଡିଜକୁ କମ୍ ସ୍କୋରରେ ସୀମିତ ରଖି ଭାରତ ଲକ୍ଷ୍ୟର ପିଛା କରିବ। ଭାରତୀୟ ଚୂଡ଼ାନ୍ତ ଏକାଦଶରୁ ମହମ୍ମଦ ଶାମି, କୁଲଦୀପ ଯାଦବ, ସଞ୍ଜୁ ସାମସନ୍ ଏବଂ ମନିଷ ପାଣ୍ଡେ ବାଦ୍ […]

india-vs-wi

india-vs-wi

Ranjit Kumar Jena
  • Published: Friday, 06 December 2019
  • Updated: 06 December 2019, 06:49 PM IST

Sports

Latest News

ହାଇଦ୍ରାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଏଠାରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ୱେଷ୍ଟଇଣ୍ଡିଜ୍ ଟିମ୍ ପ୍ରଥମେ ବ୍ୟାଟିଂ କରିବ।

ୱେଷ୍ଟଇଣ୍ଡିଜକୁ କମ୍ ସ୍କୋରରେ ସୀମିତ ରଖି ଭାରତ ଲକ୍ଷ୍ୟର ପିଛା କରିବ। ଭାରତୀୟ ଚୂଡ଼ାନ୍ତ ଏକାଦଶରୁ ମହମ୍ମଦ ଶାମି, କୁଲଦୀପ ଯାଦବ, ସଞ୍ଜୁ ସାମସନ୍ ଏବଂ ମନିଷ ପାଣ୍ଡେ ବାଦ୍ ପଡ଼ିଛନ୍ତି। ତେବେ ଟିମରେ ରବୀନ୍ଦ୍ର ଜାଡେଜାଙ୍କୁ ସାମିଲ୍ କରାଯାଇଛି।

ରୋହିତ୍ ଶର୍ମାଙ୍କ ସହ ଲୋକେଶ ରାହୁଲ୍ ଇନିଂସ୍ ଓପନ୍ କରିବେ। କ୍ୟାପଟେନ୍ କୋହଲି ଅଲରାଉଣ୍ଡର ଶିବମ ଦୁବେ ଓ ୱାଶିଂସନ୍ ସୁନ୍ଦରଙ୍କ ଉପରେ ପୁଣି ଭରସା ଦେଖାଇଛନ୍ତି। ୱେଷ୍ଟଇଣ୍ଡିଜ୍ ଦଳରୁ ଆଲେନ୍ ଫାବିଆନ୍ ଆହତ କାରଣରୁ ବାଦ୍ ପଡ଼ିଛନ୍ତି।

ଭାରତ: ରୋହିତ୍ ଶର୍ମା, ଲୋକେଶ ରାହୁଲ, ବିରାଟ୍ କୋହଲି (କ୍ୟାପଟେନ୍‌), ଶ୍ରେୟସ୍ ଆୟର୍‌, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଦୀପକ ଚହର୍‌, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ୍।

ୱେଷ୍ଟଇଣ୍ଡିଜ୍‌: ଏଭିନ୍ ଲୁଇସ୍‌, ଲେଣ୍ଡନ୍ ସିମନ୍ସ, ବ୍ରାଣ୍ଡନ୍ କିଙ୍ଗ୍‌, ଶିମରନ୍ ହେଟମେୟର୍‌, କାଇରନ୍ ପୋଲାର୍ଡ (କ୍ୟାପଟେନ୍‌), ଦିନେଶ ରାମଦିନ୍ (ୱିକେଟକିପର), ଜେସନ୍ ହୋଲ୍ଡର, ଖାରୀ ପିଏରୀ, କେସରିକ୍ ୱିଲିୟମ୍ସ, ଶେଲଡନ୍ କଟ୍ଟରେଲ୍‌, ହେଡେନ୍ ୱାଲ୍ସ ଜୁନିୟର୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story