୫୦୨/୭ରେ ପ୍ରଥମ ଇନିଂସ ଘୋଷଣା କଲା ଭାରତ

ବିଶାଖାପାଟଣା: ମୟଙ୍କ ଅଗ୍ରୱାଲଙ୍କ ଦ୍ୱିଶତକ ଏବଂ ରୋହିତ୍ ଶର୍ମାଙ୍କ ଦମଦାର ଇନିଂସ୍ ବଳରେ ଭାରତ ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ୭ ୱିକେଟ୍ ହରାଇ ୫୦୨ ରନ୍ କରି ତା’ର ପ୍ରଥମ ଇନିଂସ ଘୋଷଣା କରିଛି। ଭାରତ ପକ୍ଷରୁ ମୟଙ୍କ ସର୍ବାଧିକ ୨୧୫ (୩୭୧ ବଲ୍, ୨୩ ଚୌକା, ୬ ଛକା) ରନ୍ କରିଥିବା ବେଳେ ରୋହିତ୍ ୧୭୬ ( ୨୪୪ ବଲ୍, ୨୩ ଚୌକା, ୬ ଛକା) ରନ୍ କରିଥିବା ବେଳେ […]

india-1st

india-1st

Ranjit Kumar Jena
  • Published: Thursday, 03 October 2019
  • Updated: 03 October 2019, 04:13 PM IST

ବିଶାଖାପାଟଣା: ମୟଙ୍କ ଅଗ୍ରୱାଲଙ୍କ ଦ୍ୱିଶତକ ଏବଂ ରୋହିତ୍ ଶର୍ମାଙ୍କ ଦମଦାର ଇନିଂସ୍ ବଳରେ ଭାରତ ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ୭ ୱିକେଟ୍ ହରାଇ ୫୦୨ ରନ୍ କରି ତା'ର ପ୍ରଥମ ଇନିଂସ ଘୋଷଣା କରିଛି। ଭାରତ ପକ୍ଷରୁ ମୟଙ୍କ ସର୍ବାଧିକ ୨୧୫ (୩୭୧ ବଲ୍, ୨୩ ଚୌକା, ୬ ଛକା) ରନ୍ କରିଥିବା ବେଳେ ରୋହିତ୍ ୧୭୬ ( ୨୪୪ ବଲ୍, ୨୩ ଚୌକା, ୬ ଛକା) ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି।

ଚେତେଶ୍ୱର ପୂଜାରା (୬), କ୍ୟାପଟେନ୍ ବିରାଟ୍ କୋହଲି (୨୦), ଆଜିଙ୍କ୍ୟ ରାହାଣେ (୧୫), ହନୁମା ବିହାରୀ (୧୦) ଓ ଋଦ୍ଧିମାନ ସାହା (୨୧) ନିରାଶ କରିଥିଲେ। ରବୀନ୍ଦ୍ର ଜାଡେଜା ୩୦ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ୧ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କେଶବ ମହାରାଜ ୩ଟି, ଭର୍ନନ୍ ଫିଲାଣ୍ଡର, ଡେନ୍ ପିଟ୍, ସେନୁରାନ୍ ମୁଥୁସାମୀ ଓ ଏଲଗାର ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story