ଥାଇଲ୍ୟାଣ୍ଡ୍ ପାରା-ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍: ପ୍ରମୋଦ ରୌପ୍ୟରେ ସନ୍ତୁଷ୍ଟ

ଭୁବନେଶ୍ୱର: ଚଳିତ ଥାଇଲ୍ୟାଣ୍ଡ୍ ପାରା-ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଆ ଶଟଲର୍ ପ୍ରମୋଦ ଭଗତ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ପ୍ରମୋଦ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ସେମିଫାଇନାଲରେ ହାରି ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି। ସିଙ୍ଗଲ୍ସ ଫାଇନାଲରେ ପ୍ରମୋଦ ନିଜର ଦେଶର ମନୋଜ ସରକାରଙ୍କୁ ଭେଟିଥିଲେ। ମ୍ୟାଚର ପ୍ରଥମ ଗେମ୍ ୯-୧୧ରେ ଥିବା ବେଳେ ପ୍ରମୋଦ ଆହତ କାରଣରୁ ଓହରିଯାଇଥିଲେ, ଯାହା ଫଳରେ ମନୋଜଙ୍କୁ ବିଜେତା ଘୋଷଣା କରାଯାଇଥିଲା। ସେହିପରି ଡବଲ୍ସ ଫାଇନାଲରେ ପ୍ରମୋଦ ଓ ମନୋଜ […]

pramod

pramod

Ranjit Kumar Jena
  • Published: Saturday, 21 September 2019
  • Updated: 21 September 2019, 08:44 PM IST

Sports

Latest News

ଭୁବନେଶ୍ୱର: ଚଳିତ ଥାଇଲ୍ୟାଣ୍ଡ୍ ପାରା-ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଆ ଶଟଲର୍ ପ୍ରମୋଦ ଭଗତ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ପ୍ରମୋଦ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ସେମିଫାଇନାଲରେ ହାରି ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି।

ସିଙ୍ଗଲ୍ସ ଫାଇନାଲରେ ପ୍ରମୋଦ ନିଜର ଦେଶର ମନୋଜ ସରକାରଙ୍କୁ ଭେଟିଥିଲେ। ମ୍ୟାଚର ପ୍ରଥମ ଗେମ୍ ୯-୧୧ରେ ଥିବା ବେଳେ ପ୍ରମୋଦ ଆହତ କାରଣରୁ ଓହରିଯାଇଥିଲେ, ଯାହା ଫଳରେ ମନୋଜଙ୍କୁ ବିଜେତା ଘୋଷଣା କରାଯାଇଥିଲା। ସେହିପରି ଡବଲ୍ସ ଫାଇନାଲରେ ପ୍ରମୋଦ ଓ ମନୋଜ ଥାଇଲ୍ୟାଣ୍ଡର ମଙ୍ଗଖୋନ୍ ବୁନସୁନ୍ ଓ ସିରିପଙ୍ଗ ଟିମାରୋମଙ୍କଠାରୁ ୧୬-୨୧, ୨୧-୮, ୧୪-୨୧ ଗେମରେ ହାରିଯାଇଥିଲେ।

ରୌପ୍ୟ ପଦକ ଜିତିବା ପରେ ପ୍ରମୋଦ କହିଥିଲେ, ସିଙ୍ଗଲ୍ସରେ ରୌପ୍ୟ ପଦକ ଜିତିବା ନେଇ ମୁଁ ଆଦୌ ଦୁଃଖିତ ନୁହେଁ। କିନ୍ତୁ ଫାଇନାଲରେ ମୁଁ ମନୋଜଙ୍କ ସହ ପୂରା ମ୍ୟାଚ୍ ଖେଳିପାରିନଥିବାରୁ ଦୁଃଖିତ। ଆହତ ଯୋଗୁ ମୁଁ କୌଣସି ରିସ୍କ ନେବାକୁ ଚାହିଁଲି ନାହିଁ। ତିନିଦିନ ପରେ ଚାଇନା ପାରା-ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ତେଣୁ ଏହା ମଧ୍ୟରେ ମୁଁ ବିଶ୍ରାମ ନେଇ ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟ ପାଇଁ ନିଜକୁ ଫିଟ୍ କରିବାକୁ ପ୍ରୟାସ କରିବି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story