ଆସନ୍ତା ୨୩ରୁ ରଣଜୀ କ୍ୱାର୍ଟର ମୁକାବିଲା: ଗୁଜରାଟକୁ ଭେଟିବ ଓଡ଼ିଶା

ଜୟପୁର: ଆସନ୍ତା ୨୩ ତାରିଖରୁ ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଆରମ୍ଭ ହେବ। ତୃତୀୟ କ୍ୱାର୍ଟର ଫାଇନାଲରେ ଓଡ଼ିଶା, ଗୁଜରାଟକୁ ଭେଟିବ। ଏହି ମ୍ୟାଚ୍‌ ଜୟପୁରରେ ଖେଳାଯିବ। ରାଇପୁରରେ ଖେଳାଯିବାକୁ ଥିବା ପ୍ରଥମ କ୍ୱାର୍ଟର ଫାଇନାଲରେ ମୁମ୍ବାଇ, ହାଇଦ୍ରାବାଦକୁ ଭେଟିବ। ସେହିପରି ଦ୍ୱିତୀୟ କ୍ୱାର୍ଟର ଫାଇନାଲ ତାମିଲନାଡ଼ୁ ଓ କର୍ଣ୍ଣାଟକ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌ ଭାଇଜାଗରେ ହେବ। ବରୋଦାରେ ହେବାକୁ ଥିବା ଶେଷ କ୍ୱାର୍ଟର ଫାଇନାଲ ମୁକାବିଲା ହରିୟାଣା ଓ ଝାଡ଼ଖଣ୍ଡ ମଧ୍ୟରେ ହେବ।

ranjitrophy

Rakesh Mallick
  • Published: Monday, 19 December 2016
  • , Updated: 19 December 2016, 04:02 PM IST

ଜୟପୁର: ଆସନ୍ତା ୨୩ ତାରିଖରୁ ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଆରମ୍ଭ ହେବ। ତୃତୀୟ କ୍ୱାର୍ଟର ଫାଇନାଲରେ ଓଡ଼ିଶା, ଗୁଜରାଟକୁ ଭେଟିବ। ଏହି ମ୍ୟାଚ୍‌ ଜୟପୁରରେ ଖେଳାଯିବ।

ରାଇପୁରରେ ଖେଳାଯିବାକୁ ଥିବା ପ୍ରଥମ କ୍ୱାର୍ଟର ଫାଇନାଲରେ ମୁମ୍ବାଇ, ହାଇଦ୍ରାବାଦକୁ ଭେଟିବ। ସେହିପରି ଦ୍ୱିତୀୟ କ୍ୱାର୍ଟର ଫାଇନାଲ ତାମିଲନାଡ଼ୁ ଓ କର୍ଣ୍ଣାଟକ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌ ଭାଇଜାଗରେ ହେବ। ବରୋଦାରେ ହେବାକୁ ଥିବା ଶେଷ କ୍ୱାର୍ଟର ଫାଇନାଲ ମୁକାବିଲା ହରିୟାଣା ଓ ଝାଡ଼ଖଣ୍ଡ ମଧ୍ୟରେ ହେବ।

Related story