ଶେଷ ଦିନିକିଆ: ଇଂଲଣ୍ଡ ସାମ୍ନାରେ ୨୫୭ ରନ୍‌ର ବିଜୟ ଲକ୍ଷ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଂଲଣ୍ଡ ସାମ୍ନାରେ ୨୫୭ ରନ୍‌ର ବିଜୟ ଲକ୍ଷ୍ୟ। ଶେଷ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର୍‌ରେ ୮ ୱିକେଟ୍‌ ହରାଇ ସଂଗ୍ରହ କରିଛି ୨୫୬ ରନ୍‌। ଭାରତ ଓ ଇଂଲଣ୍ଡ ମଧ୍ୟରେ ହେଡ଼ିଙ୍ଗ୍‌ଲେ ଠାରେ ତୃତୀୟ ତଥା ଶେଷ ଦିନିକିଆ ଖେଳାଯାଉଛି। ଇଂଲଣ୍ଡ ପ୍ରଥମେ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୭୧ ରନ୍‌ କରିଥିବା ବେଳେ ଶିଖର ଧୱନ ୪୪ […]

14a4641785de064abffeb9f22e82e7c5

Rakesh Mallick
  • Published: Tuesday, 17 July 2018
  • , Updated: 17 July 2018, 08:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଂଲଣ୍ଡ ସାମ୍ନାରେ ୨୫୭ ରନ୍‌ର ବିଜୟ ଲକ୍ଷ୍ୟ। ଶେଷ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର୍‌ରେ ୮ ୱିକେଟ୍‌ ହରାଇ ସଂଗ୍ରହ କରିଛି ୨୫୬ ରନ୍‌। ଭାରତ ଓ ଇଂଲଣ୍ଡ ମଧ୍ୟରେ ହେଡ଼ିଙ୍ଗ୍‌ଲେ ଠାରେ ତୃତୀୟ ତଥା ଶେଷ ଦିନିକିଆ ଖେଳାଯାଉଛି। ଇଂଲଣ୍ଡ ପ୍ରଥମେ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୭୧ ରନ୍‌ କରିଥିବା ବେଳେ ଶିଖର ଧୱନ ୪୪ ଓ ଧୋନୀ ୩୯ ରନ୍‌ କରିଛନ୍ତି। ଅନ୍ୟପଟେ ଇଂଲଣ୍ଡ ପକ୍ଷରୁ ଅଦିଲ ରସିଦ ଓ ଡେଭିଡ୍‌ ୱିଲି ଆକର୍ଷଣୀୟ ବୋଲିଂ କରି ୩ଟି ଲେଖାଏ ୱିକେଟ୍ ହାସଲ କରିଛନ୍ତି।

Related story