ଦ୍ୱିତୀୟ ଟି-୨୦: ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ଆରମ୍ଭ

ଅକଲ୍ୟାଣ୍ଡ୍‌: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଏଠାରେ ଖେଳାଯାଉଛି। ଏହି ମ୍ୟାଚରେ ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ନ୍ୟୁଜିଲ୍ୟାଣ୍ଡର ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ଓ କଲିନ୍ ମୁନରୋ ନିଜ ଦଳକୁ ଜବରଦସ୍ତ ଆରମ୍ଭ ଦେଇଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ୫ ଓଭରରେ ବିନା ୱିକେଟ୍ ହରାଇ ୩୯ ରନ୍ କରିଛି। ଗପ୍ଟିଲ୍ ୨୫ ଓ ମୁନରୋ ୧୩ ରନରେ ବ୍ୟାଟିଂ କରୁଛନ୍ତି। ସୂଚନାଯୋଗ୍ୟ, ଏହି […]

guptil

Ranjit Kumar Jena
  • Published: Sunday, 26 January 2020
  • , Updated: 26 January 2020, 12:47 PM IST

ଅକଲ୍ୟାଣ୍ଡ୍‌: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଏଠାରେ ଖେଳାଯାଉଛି। ଏହି ମ୍ୟାଚରେ ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ନ୍ୟୁଜିଲ୍ୟାଣ୍ଡର ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ଓ କଲିନ୍ ମୁନରୋ ନିଜ ଦଳକୁ ଜବରଦସ୍ତ ଆରମ୍ଭ ଦେଇଛନ୍ତି।

ନ୍ୟୁଜିଲ୍ୟାଣ୍ଡ୍ ୫ ଓଭରରେ ବିନା ୱିକେଟ୍ ହରାଇ ୩୯ ରନ୍ କରିଛି। ଗପ୍ଟିଲ୍ ୨୫ ଓ ମୁନରୋ ୧୩ ରନରେ ବ୍ୟାଟିଂ କରୁଛନ୍ତି। ସୂଚନାଯୋଗ୍ୟ, ଏହି ମ୍ୟାଚରେ ଭାରତ ତା'ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ସେହିପରି ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟ ସମାନ ଏକାଦଶ ସହ ମଇଦାନକୁ ଓହ୍ଲାଇଛି।

Related story