ରିଓ ଅଲିମ୍ପିକ୍‌: ୩-୨ରେ ଆୟର୍ଲାଣ୍ଡକୁ ହରାଇଲା ଭାରତୀୟ ହକି ଦଳ

ରିଓ ଡି ଜେନେରିଓ: ଭାରତ ପାଇଁ ଖୁସି ଖବର। ରିଓ ଅଲିମ୍ପିକ୍‌ର ପ୍ରଥମ ମ୍ୟାଚ୍‌ରେ ଜିତି ଯାଇଛି ପୁରୁଷ ହକି ଦଳ। ଆୟର୍ଲାଣ୍ଡକୁ ୩-୨ରେ ହରାଇ ଦଳ ତା’ର ବିଜୟ ଅଭିଯାନ ଆରମ୍ଭ କରିଛି। ଭାରତ ପକ୍ଷରୁ ଭି. ରଘୁନାଥ ୧୫ତମ ମିନିଟ୍‌ରେ ପ୍ରଥମ ଗୋଲ୍ ସ୍କୋର କରି ଭାରତକୁ ଲିଡ୍ ଦେଇଥିଲେ। ପରେ ରୂପିନ୍ଦର ପାଲ୍ ସିଂହ ୨୭ତମ ଓ ୪୯ତମ ମିନିଟ୍‌ରେ ଆଉ ଦୁଇଟି ଗୋଲ୍ ସ୍କୋର କରି ଭାରତର ବିଜୟରେ କର୍ଣ୍ଣଧାର ସାଜିଥିଲେ। […]

hockey

Rakesh Mallick
  • Published: Saturday, 06 August 2016
  • , Updated: 06 August 2016, 10:32 PM IST

ରିଓ ଡି ଜେନେରିଓ: ଭାରତ ପାଇଁ ଖୁସି ଖବର। ରିଓ ଅଲିମ୍ପିକ୍‌ର ପ୍ରଥମ ମ୍ୟାଚ୍‌ରେ ଜିତି ଯାଇଛି ପୁରୁଷ ହକି ଦଳ। ଆୟର୍ଲାଣ୍ଡକୁ ୩-୨ରେ ହରାଇ ଦଳ ତା’ର ବିଜୟ ଅଭିଯାନ ଆରମ୍ଭ କରିଛି। ଭାରତ ପକ୍ଷରୁ ଭି. ରଘୁନାଥ ୧୫ତମ ମିନିଟ୍‌ରେ ପ୍ରଥମ ଗୋଲ୍ ସ୍କୋର କରି ଭାରତକୁ ଲିଡ୍ ଦେଇଥିଲେ। ପରେ ରୂପିନ୍ଦର ପାଲ୍ ସିଂହ ୨୭ତମ ଓ ୪୯ତମ ମିନିଟ୍‌ରେ ଆଉ ଦୁଇଟି ଗୋଲ୍ ସ୍କୋର କରି ଭାରତର ବିଜୟରେ କର୍ଣ୍ଣଧାର ସାଜିଥିଲେ।

ପୋଲାଣ୍ଡ ପକ୍ଷରୁ ଜନ୍ ଜେରରମିନ୍‌ ଓ କୋନୋର ହାରତେ ୪୫ତମ ଓ ୫୫ତମ ମିନିଟ୍‌ରେ ଭାରତ ଉପରେ ଦୁଇଟି ଗୋଲ୍ ଦେଇଥିଲେ।

ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍ ସୋମବାର ଦୁଇ ଦୁଇ ଥର ଚାମ୍ପିଅନ୍ ହୋଇଥିବା ଜର୍ମାନୀ ବିପକ୍ଷରେ ଖେଳିବ।

Related story