୩ ଜଣ ଷ୍ଟାର୍‌ ଖେଳାଳି ଦକ୍ଷିଣ ଆଫ୍ରିକା ଟିମ୍‌ରୁ ଆଉଟ୍‌: ଭାରତୀୟ ବୋଲର୍‌ ଭାଙ୍ଗିଦେଲେ ଏହି କ୍ରିକେଟର୍‌ଙ୍କ ହାଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳର ସଙ୍କଟ ବଢିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଦକ୍ଷିଣ ଆଫ୍ରିକାର ଖେଳାଳି ଟିମ୍‌ରୁ ବିଦା ହେବାରେ ଲାଗିଛନ୍ତି। ପ୍ରଥମେ ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡିଭିଲିୟର୍ସ ଆହତ ହୋଇ ଟିମ୍‌ରୁ ବିହାର ହେବା ପରେ ଅଧିନାୟକ ଡୁପ୍ଲେସିସି ମଧ୍ୟ ପ୍ରଥମ ଦିନିକିଆରେ ଆହତ ହୋଇଥିଲେ। ଟେଷ୍ଟ ସିରିଜର ଶେଷ ମ୍ୟାଚରେ ଡିଭିଲିୟର୍ସ ବିରାଟଙ୍କୁ କ୍ୟାଚ୍‌ ଆଉଟ୍‌ କରିବାକୁ ଚେଷ୍ଟା କରି ଆହତ ହୋଇଥିଲେ। ଏହାପରେ ସେ ଦିନିକିଆ ସିରିଜର […]

quinton-1_1517827347

quinton-1_1517827347

Ordigital Desk
  • Published: Tuesday, 06 February 2018
  • Updated: 06 February 2018, 10:34 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳର ସଙ୍କଟ ବଢିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଦକ୍ଷିଣ ଆଫ୍ରିକାର ଖେଳାଳି ଟିମ୍‌ରୁ ବିଦା ହେବାରେ ଲାଗିଛନ୍ତି। ପ୍ରଥମେ ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡିଭିଲିୟର୍ସ ଆହତ ହୋଇ ଟିମ୍‌ରୁ ବିହାର ହେବା ପରେ ଅଧିନାୟକ ଡୁପ୍ଲେସିସି ମଧ୍ୟ ପ୍ରଥମ ଦିନିକିଆରେ ଆହତ ହୋଇଥିଲେଟେଷ୍ଟ ସିରିଜର ଶେଷ ମ୍ୟାଚରେ ଡିଭିଲିୟର୍ସ ବିରାଟଙ୍କୁ କ୍ୟାଚ୍‌ ଆଉଟ୍‌ କରିବାକୁ ଚେଷ୍ଟା କରି ଆହତ ହୋଇଥିଲେ। ଏହାପରେ ସେ ଦିନିକିଆ ସିରିଜର ୩ଟି ମ୍ୟାଚ୍‌ ପାଇଁ ଟିମରୁ ଆଉଟ୍‌ ହୋଇଗଲେ। ସେହିପରି ଫେବ୍ରୁଆରୀ ୧ ତାରିଖରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଡୁପ୍ଲେସିସି ମଧ୍ୟ ବିରାଟଙ୍କ କ୍ୟାଚ୍ ନେବାକୁ ଚେଷ୍ଟା କରି ଆହତ ହୋଇଥିଲେ। ଆହତ କରାଣରୁ ସେ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜରୁ ଟିମ୍‌ରୁ ବାହାର ହୋଇଛନ୍ତି।

ଏହି ଦୁଇଜଣ ଷ୍ଟାର କ୍ରିକେଟର୍‌ ଟିମ୍‌ରୁ ବାହାର ହେବା ପରେ ଟିମ୍‌ ଚିନ୍ତାରେ ପଡ଼ିଥିବା ବେଳେ ଠିକ୍‌ ଏହିସମୟରେ ଟିମ୍‌ର ଆଉଜଣେ ଷ୍ଟାର୍‌ କ୍ରିକେଟର୍‌ ଡି’କକ୍‌ ଆହତ କାରଣରୁ ଟିମ୍‌ରୁ ବିଦା ହୋଇଛନ୍ତି। ତାଙ୍କ ବାମହାତରେ ଆଘାତ ଲାଗିବା ପରେ ଡି’କକ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜରୁ ବିଦା ହୋଇଛନ୍ତି। ସେଞ୍ଚୁରିଆନରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଡି’କକ୍‌ ବ୍ୟାଟିଂ କରୁଥିବା ସମୟରେ ତାଙ୍କ ବାମହାତ ମଣିବନ୍ଧରେ ବଲ୍‌ ବାଜିଥିଲା। ପରୀକ୍ଷା ପରେ ହାଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଥିଲା। ଏଥିରୁ ଆରୋଗ୍ୟ ଲାଭ ପାଇଁ ତାଙ୍କୁ ୨ ରୁ ୪ ସପ୍ତାହ ଲାଗିବ ବୋଲି ଦକ୍ଷିଣ ଆଫ୍ରିକା ବୋର୍ଡ କହିଛି। ତାଙ୍କ ସ୍ଥାନରେ ଦିନିକିଆ ସିରିଜର ବଳକା ୪ଟି ମ୍ୟାଚ୍‌ ପାଇଁ ନବାଗତ ହେନରିକ୍‌ କ୍ଲାସେନ୍‌ଙ୍କୁ ସୁଯୋଗ ମିଳିଛି। ଏନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story