ବାଇଚୁଙ୍ଗ ଭୁତିଆ ଫୁଟବଲ ସ୍କୁଲ ପାଇଁ ୩ ଓଡ଼ିଆ ମନୋନୀତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ସ୍ଥିତ ବାଇଚୁଙ୍ଗ ଭୁତିଆ ଫୁଟବଲ ସ୍କୁଲ ପାଇଁ ଓଡ଼ିଶାର ୩ଜଣ ଉଦୀୟମାନ ଫୁଟବଲର ମନୋନୀତ ହୋଇଛନ୍ତି।  ସେମାନେ ହେଲେ ବିମଳ ଧନ, ସାହିଲ୍ ଲୋହାର ଏବଂ ସମରାଇ ସୋରନ୍। ଏହି ୩ଜଣ ଖେଳାଳି ମାଗଣାରେ ଏହି ଫୁଟବଲ ସ୍କୁଲରେ ରହି ଖେଳିବା ସହ ବେଦସ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ପାଠ ପଢିବା ବ୍ୟବସ୍ଥା କରାଯାଇଛି। ଏଥି ସହିତ ଶତପ୍ରତିଶତ ସ୍କଲାରସିପ ମଧ୍ୟ ପ୍ରଦାନ କରାଯିବ। ଓଡ଼ିଶାରୁ ମୋଟ ୧୬ଜଣ ଖେଳାଳି ଟ୍ରାଏଲ ଦେବାକୁ […]

130418172843-indian-football-4-horizontal-gallery

Rakesh Mallick
  • Published: Thursday, 05 April 2018
  • , Updated: 05 April 2018, 06:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ସ୍ଥିତ ବାଇଚୁଙ୍ଗ ଭୁତିଆ ଫୁଟବଲ ସ୍କୁଲ ପାଇଁ ଓଡ଼ିଶାର ୩ଜଣ ଉଦୀୟମାନ ଫୁଟବଲର ମନୋନୀତ ହୋଇଛନ୍ତି।  ସେମାନେ ହେଲେ ବିମଳ ଧନ, ସାହିଲ୍ ଲୋହାର ଏବଂ ସମରାଇ ସୋରନ୍। ଏହି ୩ଜଣ ଖେଳାଳି ମାଗଣାରେ ଏହି ଫୁଟବଲ ସ୍କୁଲରେ ରହି ଖେଳିବା ସହ ବେଦସ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ପାଠ ପଢିବା ବ୍ୟବସ୍ଥା କରାଯାଇଛି। ଏଥି ସହିତ ଶତପ୍ରତିଶତ ସ୍କଲାରସିପ ମଧ୍ୟ ପ୍ରଦାନ କରାଯିବ। ଓଡ଼ିଶାରୁ ମୋଟ ୧୬ଜଣ ଖେଳାଳି ଟ୍ରାଏଲ ଦେବାକୁ ଯାଇଥିଲେ ଯେଉଁମାନଙ୍କ ମଧ୍ୟରୁ ଏହି ତିନି ଜଣଙ୍କୁ ମନୋନୀତ କରାଯାଇଛି।

Related story