ଭାରତର ପ୍ରଥମ ଦିବ୍ୟାଙ୍ଗ ମହିଳା ଟିମରେ ସୁନ୍ଦରଗଡ଼ରୁ ତିନି

ରାଉରକେଲା (ପୱନ ତିୱାରୀ): ସୁନ୍ଦରଗଡ଼ ଜିଲ୍ଲାକୁ ହକିର ଅନ୍ତୁଡ଼ିଶାଳ କୁହାଯାଏ। ଏହି ଜିଲ୍ଲା ଆଜି ଯାଏ କେବଳ ରାଜ୍ୟସ୍ତରୀୟ ନୁହେଁ ବରଂ ଏକାଧିକ ଅନ୍ତଜାତୀୟ ସ୍ତରର ହକି ଖେଳାଳି ମଧ୍ୟ ଦେଇଛି। କିନ୍ତୁ ଏବେ ସୁନ୍ଦରଗଡ଼ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଦେଶରେ ପ୍ରଥମ ଥର ପାଇଁ ଭିନ୍ନକ୍ଷମ ମହିଳା କ୍ରିକେଟ ଟିମ୍‌ ଗଠନ ହୋଇଛି। ଏହି ୧୬ ଜଣିଆ ଟିମରେ ଓଡ଼ିଶାର ସୁନ୍ଦରଗଡ଼ରୁ ତିନିଜଣ ମହିଳା ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଉଛନ୍ତି ଟି. ଧନଲକ୍ଷ୍ମୀ, […]

physical-disable-player1

physical-disable-player1

Ranjit Kumar Jena
  • Published: Thursday, 05 December 2019
  • Updated: 05 December 2019, 08:39 PM IST

Sports

Latest News

ରାଉରକେଲା (ପୱନ ତିୱାରୀ): ସୁନ୍ଦରଗଡ଼ ଜିଲ୍ଲାକୁ ହକିର ଅନ୍ତୁଡ଼ିଶାଳ କୁହାଯାଏ। ଏହି ଜିଲ୍ଲା ଆଜି ଯାଏ କେବଳ ରାଜ୍ୟସ୍ତରୀୟ ନୁହେଁ ବରଂ ଏକାଧିକ ଅନ୍ତଜାତୀୟ ସ୍ତରର ହକି ଖେଳାଳି ମଧ୍ୟ ଦେଇଛି। କିନ୍ତୁ ଏବେ ସୁନ୍ଦରଗଡ଼ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଦେଶରେ ପ୍ରଥମ ଥର ପାଇଁ ଭିନ୍ନକ୍ଷମ ମହିଳା କ୍ରିକେଟ ଟିମ୍‌ ଗଠନ ହୋଇଛି। ଏହି ୧୬ ଜଣିଆ ଟିମରେ ଓଡ଼ିଶାର ସୁନ୍ଦରଗଡ଼ରୁ ତିନିଜଣ ମହିଳା ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଉଛନ୍ତି ଟି. ଧନଲକ୍ଷ୍ମୀ, ପୂଜା ରେଡ୍ଡି, ଯମୁନା ମହାନ୍ତ।

ଧନଲକ୍ଷ୍ମୀ ଟିମର କୋଅର୍ଡିନେଟର ଭାବେ ସ୍ଥାନ ପାଇବେଳେ ପୂଜା ବ୍ୟାଟ୍ସଓମ୍ୟାନ୍ ଏବଂ ଯମୁନା ୱିକେଟକିପର ଭୂମିକା ତୁଲାଇବେ। ଚଳିତ ବର୍ଷ ନଭେମ୍ବର ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଗୁଜରାଟର ଭଦୋଦରାଠାରେ ଆୟୋଜିତ କ୍ୟାମ୍ପରେ ସାରା ଦେଶରୁ ପ୍ରାୟ ୬୦ଜଣ ଦିବ୍ୟାଙ୍ଗ ଖେଳାଳି ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଚୂଡ଼ାନ୍ତ ୧୬ଜଣ ଖେଳାଳିଙ୍କୁ ଚୟନ କରାଯାଇଥିଲା।

ଏହି ଦଳରେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ତିନିଜଣ ଖେଳାଳି ସ୍ଥାନ ପାଇଛନ୍ତି। ଏହି ଟିମକୁ ୱାର୍ଲ୍ଡ ଫାଷ୍ଟ ଫିଜିକାଲ ଚ୍ୟାଲେଞ୍ଜଡ୍ ୱିମେନ୍ କ୍ରିକେଟ୍ ଟିମ୍ କୁହାଯାଉଛି। ରାଉରକେଲାରୁ ସ୍ଥାନ ପାଇଥିବା ଏହି ତିନି ଖେଳାଳି ସ୍ଥାନୀୟ ହେମାମାତରେ ଉଦିତନଗର ଖେଳ ପଡ଼ିଆରେ ଅଭ୍ୟାସ କରନ୍ତି। ଏଠାରେ ସେମାନେ ଗତ ୪ ବର୍ଷ ହେବ ନିୟମିତ ଅଭ୍ୟାସ କରୁଛନ୍ତି। ଏହି ତିନିଜଣଙ୍କ ସହ ଜିଲ୍ଲାର ଆଉ ଦୁଇଜଣ ଖେଳାଳି ମଧ୍ୟ ଅଭ୍ୟାସ କରନ୍ତି। ଏହି ଦୁଇ ଖେଳାଳିଙ୍କୁ ଭାରତୀୟ ବି' ଟିମରେ ରଖାଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ପୁରୁଷ ଦିବ୍ୟାଙ୍ଗ କ୍ରିକେଟ୍ ମ୍ୟାଚ୍ ଆୟୋଜିତ ହୋଇସାରିଥିବା ବେଳେ ଆସନ୍ତାବର୍ଷ ପ୍ରଥମଥର ପାଇଁ ମହିଳାଙ୍କ ଦିବ୍ୟାଙ୍ଗ ମ୍ୟାଚ୍ ଖେଳାଯିବ। ମହିଳାଙ୍କର ଏହି ପ୍ରଥମ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ପଡ଼ୋଶୀ ଦେଶ ବାଂଲାଦେଶ। ଏହି ମ୍ୟାଚ୍ ପାଇଁ ଭାରତୀୟ ମହିଳା ଦଳର ଅଭ୍ୟାସ ଆରମ୍ଭ ହୋଇଛି। ଏହି ତିନି ଖେଳାଳିଙ୍କୁ ଓଡ଼ିଶା ଦିବ୍ୟାଙ୍ଗ ସ୍ପୋର୍ଟ୍ସ ଆସୋସିଏସନର ସଭାପତି ଏମଡି ଜାହିଦ୍ ଅଜିଜ୍ ଶୁଭକାମନା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story