୩୫ ବର୍ଷ ପରେ ଅଲିମ୍ପିକ ଖେଳିବ ଭାରତୀୟ ମହିଳା ହକି ଦଳ!

ଆଣ୍ଟୱର୍ପ: ଏକ ରୋମାଞ୍ଚକର ମ୍ୟାଚରେ ଶନିବାର ଭାରତୀୟ ମହିଳା ହକି ଦଳ ଜାପାନକୁ ୧-୦ରେ ପରାସ୍ତ କରିଛି। ଆଉ ଏହା ସହିତ ୨୦୧୬ ରିଓ ଅଲିମ୍ପିକରେ ଖେଳିବା ନେଇ ଦଳ ଆଶା ଉଜ୍ଜୀବିତ ରଖିଛି। ହକି ୱାର୍ଲ୍ଡ ଲିଗ୍ ସେମି ଫାଇନାଲରେ ୫-୬ ନମ୍ବର ସ୍ଥାନ ପାଇଁ ଖେଳା ଯାଇଥିବା ଏହି ମ୍ୟାଚରେ ଭାରତୀୟ ଖେଳାଳି ରାଣୀ ରାମପାଲଙ୍କ ଦ୍ୱାରା ୧୩ତମ ମିନିଟରେ ଏକ ମାତ୍ର ଗୋଲ ଦିଆଯାଇଥିଲା। ଆଉ ଏହି ଏକ ମାତ୍ର ଗୋଲରେ ଭାରତ […]

indianhockey

indianhockey

Rakesh Mallick
  • Published: Saturday, 04 July 2015
  • Updated: 04 July 2015, 02:20 PM IST

Sports

Latest News

ଆଣ୍ଟୱର୍ପ: ଏକ ରୋମାଞ୍ଚକର ମ୍ୟାଚରେ ଶନିବାର ଭାରତୀୟ ମହିଳା ହକି ଦଳ ଜାପାନକୁ ୧-୦ରେ ପରାସ୍ତ କରିଛି। ଆଉ ଏହା ସହିତ ୨୦୧୬ ରିଓ ଅଲିମ୍ପିକରେ ଖେଳିବା ନେଇ ଦଳ ଆଶା ଉଜ୍ଜୀବିତ ରଖିଛି।

ହକି ୱାର୍ଲ୍ଡ ଲିଗ୍ ସେମି ଫାଇନାଲରେ ୫-୬ ନମ୍ବର ସ୍ଥାନ ପାଇଁ ଖେଳା ଯାଇଥିବା ଏହି ମ୍ୟାଚରେ ଭାରତୀୟ ଖେଳାଳି ରାଣୀ ରାମପାଲଙ୍କ ଦ୍ୱାରା ୧୩ତମ ମିନିଟରେ ଏକ ମାତ୍ର ଗୋଲ ଦିଆଯାଇଥିଲା। ଆଉ ଏହି ଏକ ମାତ୍ର ଗୋଲରେ ଭାରତ ବିଜୟୀ ହୋଇଥିଲା। ଏହି ବିଜୟ ସହିତ ଭାରତ ଏହି ଟୁର୍ଣ୍ଣାମେଣ୍ଟର ପଞ୍ଚମ ସ୍ଥାନରେ ରହିଛି। ତା’ସହିତ ୨୦୧୬ ରିଓ ଅଲିମ୍ପିକରେ ଖେଳିବାକୁ ଏହାର ଆଶାକୁ ଉଜ୍ଜୀବିତ ରଖିଛି। ୧୯୮୦ ପରେ ପ୍ରଥମ ଥର ପାଇଁ ଅଲିମ୍ପିକରେ ଖେଳିବା ନେଇ ଭାରତୀୟ ମହିଳା ହକି ଦଳ ଏକ ଆଶା ସଂଚାର କରିଛି। ୩୫ ବର୍ଷ ହେଲାଣି ଭାରତୀୟ ମହିଳା ହକି ଦଳ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story