୪୦୦ ଟେଷ୍ଟ ୱିକେଟ୍ କ୍ଲବରେ ଷ୍ଟେନ୍

ଢାକା: ଦକ୍ଷିଣ ଆଫ୍ରିକାର ଡେଲ୍ ଷ୍ଟେନ୍ ଗୁରୁବାର ୪୦୦ ଟେଷ୍ଟ୍ ୱିକେଟ୍ ନେଇଥିବା ବୋଲରଙ୍କ କ୍ଲବରେ ସାମିଲ ହୋଇଛନ୍ତି। ଢାକାଠାରେ ଆଜିଠାରୁ ଆରମ୍ଭ ହୋଇଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ  ସେ ହାସଲ କରିଛନ୍ତି ଏହି ସଫଳତା। ଆଉ ଏହା ସହିତ ସେ ବନିଯାଇଛନ୍ତି ୪୦୦ ୱିକେଟ୍ ନେବାରେ ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ବୋଲର। ଏହା ପୂର୍ବରୁ  ଦକ୍ଷିଣ ଆଫ୍ରିକାର ସନ୍ ପୋଲକ ଭାବେ ଏହି କ୍ଲବରେ ସାମିଲ ହୋଇଥିଲେ। ୨୦୦୮ରେ ଅବସର ନେବା […]

Dale-Steyn-South-Africa

Dale-Steyn-South-Africa

Rakesh Mallick
  • Published: Thursday, 30 July 2015
  • Updated: 30 July 2015, 09:25 AM IST

Sports

Latest News

ଢାକା: ଦକ୍ଷିଣ ଆଫ୍ରିକାର ଡେଲ୍ ଷ୍ଟେନ୍ ଗୁରୁବାର ୪୦୦ ଟେଷ୍ଟ୍ ୱିକେଟ୍ ନେଇଥିବା ବୋଲରଙ୍କ କ୍ଲବରେ ସାମିଲ ହୋଇଛନ୍ତି। ଢାକାଠାରେ ଆଜିଠାରୁ ଆରମ୍ଭ ହୋଇଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ  ସେ ହାସଲ କରିଛନ୍ତି ଏହି ସଫଳତା। ଆଉ ଏହା ସହିତ ସେ ବନିଯାଇଛନ୍ତି ୪୦୦ ୱିକେଟ୍ ନେବାରେ ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ବୋଲର। ଏହା ପୂର୍ବରୁ  ଦକ୍ଷିଣ ଆଫ୍ରିକାର ସନ୍ ପୋଲକ ଭାବେ ଏହି କ୍ଲବରେ ସାମିଲ ହୋଇଥିଲେ। ୨୦୦୮ରେ ଅବସର ନେବା ବେଳକୁ ସେ ୪୧୮ଟି ୱିକେଟ୍ ନେଇଥିଲେ। ୪୦୦ ୱିକେଟରେ ସାମିଲ ହୋଇଥିବା ଷ୍ଟେନ୍ ଆଉ ଏକ ରେକର୍ଡ ମଧ୍ୟ କରିଛନ୍ତି। ରିଚାର୍ଡ ହାଡର୍ଲିଙ୍କ ପରେ ସେ ଦ୍ୱିତୀୟ ବୋଲର ଭାବେ ଦ୍ରୁତ ୪୦୦ ୱିକେଟ୍ ପାଇଛନ୍ତି। ୩୨ ବର୍ଷୀୟ ଷ୍ଟେନ୍ ନିଜର ୮୦ ତମ ମ୍ୟାଚରେ ୪୦୦ ୱିକେଟ୍ ହାସଲ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos